ଶ୍ରୀ ନରେନ୍ଦ୍ର ମୋଦୀ [ 641KB ] | କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପରମାଣୁ ଶକ୍ତି ବିଭାଗ ମହାକାଶ ବିଭାଗ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଏବଂ କୌଣସି ମନ୍ତ୍ରୀଙ୍କୁ ବଣ୍ଟା ଯାଇନଥିବା ଅନ୍ୟାନ୍ୟ ସମସ୍ତ ବିଭାଗ |
|
କେବିନେଟ ମନ୍ତ୍ରୀମଣ୍ଡଳ |
||
1 | ଶ୍ରୀ ରାଜନାଥ ସିଂହ [ 76KB ] | ସ୍ଵରାଷ୍ଟ୍ର ବ୍ୟାପାର |
2 | ଶ୍ରୀମତୀ ସୁଷମା ସ୍ଵରାଜ [ 46KB ] | ବୈଦେଶିକ ଏବଂ ଦରିଆପାରି ଭାରତ ବ୍ୟାପାର |
3 | ଶ୍ରୀ ଅରୁଣ ଜେଟଲୀ [ 220KB ] | ଅର୍ଥ ଔଦ୍ୟୋଗିକ ବ୍ୟାପାର ସୂଚନା ଓ ପ୍ରସାରଣ |
4 | ଶ୍ରୀ ଏମ. ଭେଙ୍କେୟା ନାଇଡୁ [ 176KB ] | ନଗର ଉନ୍ନୟନ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ସଂସଦୀୟ ବ୍ୟାପାର |
5 | ଶ୍ରୀ ନିତିନ ଗଡକାରୀ [ 100KB ] | ସଡକ ପରିବହନ ଓ ରାଜପଥ, ଜାହାଜ ଚଳାଚଳ |
6 | ଶ୍ରୀ ମନୋହର ପାରିକର [ 219KB ] | ପ୍ରତିରକ୍ଷା |
7 | ଶ୍ରୀ ସୁରେଶ ପ୍ରଭୁ [ 73KB ] | ରେଳବାଇ |
8 | ଶ୍ରୀ ଡି. ଭି. ସଦାନନ୍ଦ ଗୌଡା [ 3218KB ] | ଆଇନ ଏବଂ ନ୍ୟାୟ |
9 | ସୁଶ୍ରୀ ଉମା ଭାରତୀ [ 224KB ] | ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ |
10 | ଡଃ ନଜମା ଏ ହେପତୁଲ୍ଲା [ 181KB ] | ସଂଖ୍ୟାଲଘୁ ବ୍ୟାପାର |
11 | ଶ୍ରୀ ରାମବିଳାସ ପାଶ୍ୱାନ [ 420KB ] | ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ |
12 | ଶ୍ରୀ କଲରାଜ ମିଶ୍ର [ 265KB ] | ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ |
13 | ଶ୍ରୀମତୀ ମେନକା ସଞ୍ଜୟ ଗାନ୍ଧୀ [ 180KB ] | ମହିଳା ଓ ଶିଶୁ କଲ୍ୟାଣ |
14 | ଶ୍ରୀ ଅନନ୍ତ କୁମାର [ 86KB ] | ରସାୟନ ଏବଂ ସାର |
15 | ଶ୍ରୀ ରବି ଶଙ୍କର ପ୍ରସାଦ [ 120KB ] | ଯୋଗାଯୋଗ ଏବଂ ପ୍ରଯୁକ୍ତି କୌଶଳ |
16 | ଶ୍ରୀ ଜଗତ ପ୍ରକାଶ ନଡ୍ଡା [ 242KB ] | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
17 | ଶ୍ରୀ ଅଶୋକ ଗଜପତି ରାଜୁ ପୁଷପତି [ 1787KB ] | ବିମାନ ଚଳାଚଳ |
18 | ଶ୍ରୀ ଅନନ୍ତ ଗୀତେ [ 257KB ] | ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ |
19 | ଶ୍ରୀମତୀ ହରସିମରତ କୌର ବାଦଲ [ 463KB ] | ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ |
20 | ଶ୍ରୀ ନରେନ୍ଦ୍ର ସିଂହ ତୋମାର [ 113KB ] | ଖଣି ଇସ୍ପାତ |
21 | ଶ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ [ 316KB ] | ଗ୍ରାମ୍ୟ ବିକାଶ ପଞ୍ଚାୟତିରାଜ ପାନୀୟ ଜଳ ଓ ପରିମଳ |
22 | ଶ୍ରୀ ଜୁଏଲ ଓରାମ [ 1147KB ] | ଆଦିବାସୀ ବ୍ୟାପାର |
23 | ଶ୍ରୀ ରାଧା ମୋହନ ସିଂହ [ 404KB ] | କୃଷି ଏବଂ କୃଷକ କଲ୍ୟାଣ |
24 | ଶ୍ରୀ ଥାୱର ଚାନ୍ଦ ଗେହଲଟ [ 139KB ] | ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ |
25 | ଶ୍ରୀମତୀ ସ୍ମୃତି ଯୁବିନ ଇରାନୀ [ 515KB ] | ମାନବ ସମ୍ବଳ ବିକାଶ |
26 | ଡଃ ହର୍ଷ ବର୍ଦ୍ଧନ [ 165KB ] | ବିଜ୍ଞାନ ଓ କାରିଗରୀ କୌଶଳ ଭୂ-ବିଜ୍ଞାନ |
ରାଜ୍ୟମନ୍ତ୍ରୀ(ସ୍ଵାଧୀନ) |
||
1 | ଜେନେରାଲ ଭି. କେ. ସିଂହ [ 33KB ] | ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ (ସ୍ଵାଧୀନ) ବୈଦେଶିକ ଏବଂ ଦରିଆପାରି ଭାରତ ବ୍ୟାପାର |
2 | ଶ୍ରୀ ଇନ୍ଦରଜୀତ ସିଂହ ରାଓ [ 406KB ] | ଯୋଜନା (ସ୍ଵାଧୀନ) ପ୍ରତିରକ୍ଷା |
3 | ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର [ 828KB ] | ବୟନ ଶିଳ୍ପ (ସ୍ଵାଧୀନ) |
4 | ଶ୍ରୀ ବନ୍ଦାରୁ ଦତାତ୍ରେୟ [ 345KB ] | ଶ୍ରମ ଓ ନିୟୋଜନ (ସ୍ଵାଧୀନ) |
5 | ଶ୍ରୀ ରାଜୀବ ପ୍ରତାପ ରୁଡି [ 459KB ] | କୌଶଳ ବିକାଶ ଓ ଉଦଯୋଗ (ସ୍ଵାଧୀନ) ଏବଂ ସଂସଦୀୟ ବ୍ୟାପାର |
6 | ଶ୍ରୀ ଶ୍ରୀପଦ ୟେସୋ ନାୟକ [ 102KB ] | ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଏବଂ ହୋମିଓପାଥି(ଆୟୁଷ) (ସ୍ଵାଧୀନ) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
7 | ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ [ 1800KB ] | ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ (ସ୍ଵାଧୀନ) |
8 | ଶ୍ରୀ ସର୍ବାନନ୍ଦ ସୋନୋୱାଲ [ 78KB ] [କାର୍ଯ୍ୟାଳୟ ଭାର ଛାଡିଦେଇଛନ୍ତି] | ଯୁବ ବ୍ୟାପାର ଓ କ୍ରିଡା (ସ୍ଵାଧୀନ) |
9 | ଶ୍ରୀ ପ୍ରକାଶ ଜାଭଡେକର [ 78KB ] | ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ (ସ୍ଵାଧୀନ) |
10 | ଶ୍ରୀ ପୀୟୂଷ ଗୋଏଲ [ 172KB ] | ଶକ୍ତି (ସ୍ଵାଧୀନ) କୋଇଲା (ସ୍ଵାଧୀନ) ନୂତନ ଏବଂ ଅକ୍ଷୟ ଶକ୍ତି (ସ୍ଵାଧୀନ) |
11 | ଡଃ ଜିତେନ୍ଦ୍ର ସିଂହ [ 172KB ] | ଉତ୍ତର-ପୂର୍ବାଞ୍ଚଳ ବିକାଶ (ସ୍ଵାଧୀନ); ରାଜ୍ୟ ମନ୍ତ୍ରୀ (ସ୍ଵାଧୀନ ) ଯୁବ ଏବଂ ଖେଳ ବ୍ୟାପାର; ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ; କାର୍ମିକ, ସାଧାରଣ ଅଭିଯୋଗ;ପେନସନ; ପରମାଣୁ ଶକ୍ତି ବିଭାଗ; ମହାକାଶ ବିଭାଗ |
12 | ଶ୍ରୀମତୀ ନିର୍ମଳା ସୀତାରମଣ [ 258KB ] | ବାଣିଜ୍ୟ ଓ ଶିଳ୍ପ (ସ୍ଵାଧୀନ) |
13 | ଡଃ ମହେଶ ଶର୍ମା [ 1770KB ] | ପର୍ଯ୍ୟଟନ (ସ୍ଵାଧୀନ) ସଂସ୍କୃତି (ସ୍ଵାଧୀନ) ବିମାନ ଚଳାଚଳ |
ରାଜ୍ୟମନ୍ତ୍ରୀ |
||
1 | ଶ୍ରୀ ମୁଖତାର ଆବ୍ବାସ ନକଭି [ 218KB ] | ସଂଖ୍ୟାଲଘୁ ବ୍ୟାପାର ସଂସଦୀୟ ବ୍ୟାପାର |
2 | ଶ୍ରୀ ରାମ କୃପାଳ ଯାଦବ [ 259KB ] | ପାନୀୟ ଜଳ ଓ ପରିମଳ |
3 | ଶ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ [ 186KB ] | ସ୍ଵରାଷ୍ଟ୍ର ବ୍ୟାପାର |
4 | ଶ୍ରୀ ସନୱାର ଲାଲ ଜାଟ | ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ |
5 | ଶ୍ରୀ ମୋହନଭାଇ କଲ୍ୟାଣଭାଇ କୁନ୍ଦରିୟା [ 1190KB ] | କୃଷି ଓ କୃଷକ କଲ୍ୟାଣ |
6 | ଶ୍ରୀ ଗିରିରାଜ ସିଂହ [ 196KB ] | ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ |
7 | ଶ୍ରୀ ହଂସରାଜ ଗଙ୍ଗାରାମ ହିର [ 288KB ] | ରସାୟନ ଏବଂ ସାର |
8 | ଶ୍ରୀ ଜି. ଏମ. ସିଦ୍ଦେସ୍ଵର [ 183KB ] | ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ |
9 | ଶ୍ରୀ ମନୋଜ ସିହ୍ନା [ 95KB ] | ରେଳବାଇ |
10 | ଶ୍ରୀ ନିହାଲଚାନ୍ଦ [ 70KB ] | ପଞ୍ଚାୟତିରାଜ |
11 | ଶ୍ରୀ ଉପେନ୍ଦ୍ର କୁଶୱା [ 62KB ] | ମାନବ ସମ୍ବଳ ବିକାଶ |
12 | ଶ୍ରୀ ରାଧାକୃଷ୍ଣ ପି. [ 219KB ] | ସଡକ ପରିବହନ ଓ ରାଜପଥ ଜାହାଜ ଚଳାଚଳ |
13 | ଶ୍ରୀ କିରେନ ରିଜିଜୁ [ 221KB ] | ସ୍ଵରାଷ୍ଟ୍ର ବ୍ୟାପାର |
14 | ଶ୍ରୀ କୃଷ୍ଣ ପାଲ [ 42KB ] | ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ |
15 | ଡଃ ସଂଜୀବ କୁମାର ବାଲୟାଁ [ 97KB ] | କୃଷି ଓ କୃଷକ କଲ୍ୟାଣ |
16 | ଶ୍ରୀ ମନସୁଖଭାଇ ଧନଜୀଭାଇ ବାସବା | ଆଦିବାସୀ ବ୍ୟାପାର |
17 | ଶ୍ରୀ ବିଷ୍ଣୁ ଦେଓ ସାଇ [ 250KB ] | ଖଣି ଇସ୍ପାତ |
18 | ଶ୍ରୀ ସୁଦର୍ଶନ ଭଗତ [ 222KB ] | ଗ୍ରାମ୍ୟ ବିକାଶ |
19 | ପ୍ରଫେସର (ଡଃ) ରାମ ଶଙ୍କର କାଠେରିଆ [ 102KB ] | ମାନବ ସମ୍ବଳ ବିକାଶ |
20 | ଶ୍ରୀ ୱାଇ. ଏସ. ଚୌଧୁରୀ [ 206KB ] | ବିଜ୍ଞାନ ଓ କାରିଗରୀ କୌଶଳ ଭୂ-ବିଜ୍ଞାନ |
21 | ଶ୍ରୀ ଜୟନ୍ତ ସିହ୍ନା [ 598KB ] | ଅର୍ଥ |
22 | କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର (ଅବସରପ୍ରାପ୍ତ) ଏଭିଏସଏମ [ 438KB ] | ସୂଚନା ଓ ପ୍ରସାରଣ |
23 | ଶ୍ରୀ ବାବୁଲ ସୁପ୍ରିଓ [ 446KB ] | ନଗର ଉନ୍ନୟନ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ |
24 | ସାଧ୍ଵୀ ନିରଞ୍ଜନ ଜ୍ୟୋତି [ 178KB ] | ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ |
25 | ଶ୍ରୀ ବିଜୟ ସାମ୍ପଲା [ 364KB ] | ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ | ପ୍ରଧାନମନ୍ତ୍ରୀ |
---|
(02.01.2017ରେ ପୃଷ୍ଠାର ସବିଶେଷ ତଥ୍ୟ ସଂକଳନ କରାଯାଇଥିଲା)