ପିଏମଇଣ୍ଡିଆ
Prime Minister Shri Narendra Modi thanked former President Shri Ram Nath Kovind Ji for his warm wishes.
...ଓଡିଆ ସଂସ୍କରଣ ଖୁବଶୀଘ୍ର
Prime Minister Shri Narendra Modi thanked President of South Korea Lee Jae-Myung for his warm wishes and fondly recalled his visit to India in April, which gave fresh momentum to the India-Republic of Korea Special Strategic Partnership.
...ଓଡିଆ ସଂସ୍କରଣ ଖୁବଶୀଘ୍ର
Prime Minister Shri Narendra Modi met former Deputy Prime Minister Shri L.K. Advani at his residence and sought his blessings.
...ଓଡିଆ ସଂସ୍କରଣ ଖୁବଶୀଘ୍ର
Prime Minister Shri Narendra Modi thanked Prime Minister of Japan Sanae Takaichi for her warm wishes and recalled her visit to India in July this year, describing it as an unforgettable occasion that further strengthened the India-Japan partnership.
...ଓଡିଆ ସଂସ୍କରଣ ଖୁବଶୀଘ୍ର
‘ପୁଅ ଝିଅ, ଏକା ସମାନ’ ଆମର ମନ୍ତ୍ର ହେବା ଉଚିତ୍ ଆସନ୍ତୁ ଝିଅ ଜନ୍ମ ହେଲେ ଉତ୍ସବ ପାଳନ କରିବା । ଆମେ ଆମ ଝିଅମାନଙ୍କୁ ନେଇ ସମାନଭାବେ ଗର୍ବ କରିବା । ମୋର ଆପଣମାନଙ୍କୁ ଅନୁରୋଧ ଘରେ ଝିଅଟିଏ ଜନ୍ମ ହେଲେ ପାଂଚଟି ଗଛ ଲଗାଇ ଉତ୍ସବ ପାଳନ କରନ୍ତୁ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ପୋଷ୍ୟ ଗ୍ରାମ ଜୟପୁରବାସୀଙ୍କୁ ଏହି ଆହ୍ୱାନ ଦେଇଥିଲେ । ବେଟି ବଂଚାଅ, ବେଟି ପଢାଅ (ବିବିବିପି) ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ହରିଆନାର ପାନିପଥରେ ଗତ ବର୍ଷ ୨୨ ଜାନୁଆରୀରେ କରିଥିଲେ । ଏହା ଶିଶୁ ଲିଙ୍ଗ ଅନୁପାତ (ସିଏସଆର)ରେ ହ୍ରାସ ଏବଂ ମହିଳାମାନଙ୍କ ନିରବଚ୍ଛିନ୍ନ ଜୀବନଚକ୍ର ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ସମସ୍ୟାଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଏହି ଅଭିଯାନ ମହିଳା ଏବଂ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପ୍ରଚେଷ୍ଟାରେ ଆରମ୍ଭ କରାଯାଇଛି ...
ଅଧିକ ଦେଖନ୍ତୁ2024 ସଂସଦୀୟ ନିର୍ବାଚନରେ ଆଉ ଏକ ନିର୍ଣ୍ଣାୟକ ବିଜୟ ପରେ ଶ୍ରୀ ନରେନ୍ଦ୍ର ମୋଦୀ 9 ଜୁନ 2024 ରେ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ବିଜୟ ଶ୍ରୀ ମୋଦୀଙ୍କ ପାଇଁ କ୍ରମାଗତ ତୃତୀୟ ଥର ପାଇଁ ଥିଲା, ଯାହା ତାଙ୍କ ନେତୃତ୍ୱକୁ ଆହୁରି ସୁଦୃଢ଼ କରିଥିଲା। 2024 ନିର୍ବାଚନରେ ଉଲ୍ଲେଖନୀୟ ମତଦାନ ହୋଇଥିଲା ଏବଂ ଭୋଟରମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଶ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ଦେଶ ପାଇଁ ଦୃଷ୍ଟିକୋଣ ଉପରେ ନିରନ୍ତର ବିଶ୍ୱାସ ଦେଖାଇଥିଲା । ତାଙ୍କ ଅଭିଯାନ ଅର୍ଥନୈତିକ ବିକାଶ, ଜାତୀୟ ନିରାପତ୍ତା ଏବଂ ସମାଜ କଲ୍ୟାଣ କାର୍ଯ୍ୟକ୍ରମର ମିଶ୍ରଣ ଉପରେ ଧ୍ୟାନ ଦେଇଥିଲା, ଯାହା ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଭାବରେ ପ୍ରତିଫଳିତ ହୋଇଥିଲା । ବୈଷୟିକ ଉଦ୍ଭାବନ, ଭିତ୍ତିଭୂମି ବିକାଶ ଏବଂ ଅନ୍ତର୍ଜାତୀୟ କୂଟନୀତି ଉପରେ ଗୁରୁତ୍ୱ ଦେବା ସହ ଭାରତକୁ ଏକ ବିଶ୍ୱ ଶକ୍ତି ...
ଅଧିକ ଦେଖନ୍ତୁ