ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Assamese
Bengali
Gujarati
Kannada
Malayalam
Manipuri
Marathi
Odia
Punjabi
Tamil
Telugu
Urdu
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
ମୁଖପୃଷ୍ଠା (ହୋମ)
ପିଏମଇଣ୍ଡିଆ
ଆଫଗାନିସ୍ତାନରେ ପ୍ରଧାନମନ୍ତ୍ରୀ (ଜୁନ 04, 2016)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ ୪, ୨୦୧୬ରେ ଆଫଗାନିସ୍ତାନର ହେରାତଠାରେ ପହଞ୍ଚିବା କ୍ଷଣି ତାଙ୍କୁ ସ୍ଵାଗତ କରାଯାଉଛି ।

The Prime Minister, Shri Narendra Modi being welcomed on his arrival, at Herat, Afghanistan on June 04, 2016.
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୁନ ୪, ୨୦୧୬ରେ ଆଫଗାନିସ୍ତାନର ହେରାତଠାରେ ଇସଲାମୀୟ ଗଣତନ୍ତ୍ର ଆଫଗାନିସ୍ତାନର ରାଷ୍ଟ୍ରପତି ଶ୍ରୀ ମହମ୍ମଦ ଅଶରଫ ଘନୀ ଭବ୍ୟ ସ୍ଵାଗତ କରୁଛନ୍ତି ।

The Prime Minister, Shri Narendra Modi and the the President of the Islamic Republic of Afghanistan, Mr. Mohammad Ashraf Ghani welcomed by the children at Governor's Office, in Herat, Afghanistan on June 04, 2016.

The Prime Minister, Shri Narendra Modi and the President of the Islamic Republic of Afghanistan, Mr. Mohammad Ashraf Ghani welcomed by the children at Governor's Office, in Herat, Afghanistan on June 04, 2016.
ଆଫଗାନିସ୍ତାନର ହେରାତଠାରେ ଜୁନ ୪, ୨୦୧୬ରେ ଘାଜି ଅମାନୁଲ୍ଲା ଖାନ ହଲରେ ସଲ୍ମା ନଦୀବନ୍ଧକୁ ମିଳିତ ଭାବେ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସଲାମୀୟ ଗଣତନ୍ତ୍ର ଆଫଗାନିସ୍ତାନର ରାଷ୍ଟ୍ରପତି ଶ୍ରୀ ମହମ୍ମଦ ଅଶରଫ ଘନୀ ।
ଆଫଗାନିସ୍ତାନର ହେରାତଠାରେ ଜୁନ ୪, ୨୦୧୬ରେ ଆଫଗାନିସ୍ତାନ-ଭାରତ ମୈତ୍ରୀ ନଦୀବନ୍ଧ (ସଲ୍ମା ନଦୀବନ୍ଧ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସଲାମୀୟ ଗଣତନ୍ତ୍ର ଆଫଗାନିସ୍ତାନର ରାଷ୍ଟ୍ରପତି ଶ୍ରୀ ମହମ୍ମଦ ଅଶରଫ ଘନୀ ମିଳିତ ଭାବେ ଉଦ୍ଘାଟନ କରୁଛନ୍ତି ।
ଆଫଗାନିସ୍ତାନର ହେରାତଠାରେ ଜୁନ ୪, ୨୦୧୬ରେ ଆଫଗାନିସ୍ତାନ-ଭାରତ ମୈତ୍ରୀ ନଦୀବନ୍ଧ (ସଲ୍ମା ନଦୀବନ୍ଧ)ର ମିଳିତ ଉଦ୍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସଲାମୀୟ ଗଣତନ୍ତ୍ର ଆଫଗାନିସ୍ତାନର ରାଷ୍ଟ୍ରପତି ଶ୍ରୀ ମହମ୍ମଦ ଅଶରଫ ଘନୀ ।

ଆଫଗାନିସ୍ତାନର ହେରାତଠାରେ ଜୁନ ୪, ୨୦୧୬ରେ ସେଠାକାର ରାଷ୍ଟ୍ରପତି ଶ୍ରୀ ମହମ୍ମଦ ଅଶରଫ ଘନୀ ଆଫଗାନିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନରେ (ଅମୀର ଅମାନୁଲ୍ଲା ଖାନ ଉପାଧି) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନିତ କରୁଛନ୍ତି ।

ଆଫଗାନିସ୍ତାନର ହେରାତଠାରେ ଜୁନ ୪, ୨୦୧୬ରେ ସେଠାକାର ଜନସାଧାରଣଙ୍କ ସହ ଏକ ସମୂହ ଫଟୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସଲାମୀୟ ଗଣତନ୍ତ୍ର ଆଫଗାନିସ୍ତାନର ରାଷ୍ଟ୍ରପତି ଶ୍ରୀ ମହମ୍ମଦ ଅଶରଫ ଘନୀ ।

ଆଫଗାନିସ୍ତାନର ହେରାତଠାରେ ଜୁନ ୪, ୨୦୧୬ରେ ଇସଲାମୀୟ ଗଣତନ୍ତ୍ର ଆଫଗାନିସ୍ତାନର ରାଷ୍ଟ୍ରପତି ଶ୍ରୀ ମହମ୍ମଦ ଅଶରଫ ଘନୀଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆଫଗାନିସ୍ତାନର ହେରାତଠାରେ ଜୁନ ୪, ୨୦୧୬ରେ ସେଠାକାର ରାଜ୍ୟପାଳଙ୍କ କାର୍ଯ୍ୟ।ଳୟରେ ଇସଲାମୀୟ ଗଣତନ୍ତ୍ର ଆଫଗାନିସ୍ତାନର ରାଷ୍ଟ୍ରପତି ଶ୍ରୀ ମହମ୍ମଦ ଅଶରଫ ଘନୀଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଆଫଗାନିସ୍ତାନର ହେରାତଠାରେ ଜୁନ ୪, ୨୦୧୬ରେ ସେଠାକାର ରାଜ୍ୟପାଳଙ୍କ କାର୍ଯ୍ୟ।ଳୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆଫଗାନିସ୍ତାନର ହେରାତଠାରେ ଜୁନ ୪, ୨୦୧୬ରେ ସେଠାକାର ରାଜ୍ୟପାଳଙ୍କ କାର୍ଯ୍ୟ।ଳୟରେ ଇସଲାମୀୟ ଗଣତନ୍ତ୍ର ଆଫଗାନିସ୍ତାନର ରାଷ୍ଟ୍ରପତି ଶ୍ରୀ ମହମ୍ମଦ ଅଶରଫ ଘନୀଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ ୪, ୨୦୧୬ରେ ଆଫଗାନିସ୍ତାନର ହେରାତଠାରେ ଭାରତୀୟ ବାଣିଜ୍ୟ ଦୂତାବାସରେ ITBP ସୈନିକଙ୍କ ସହ ମତ ବିନିମୟ କରୁଛନ୍ତି ।
ଆଫଗାନିସ୍ତାନର ହେରାତଠାରେ ଜୁନ ୪, ୨୦୧୬ରେ ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀ ଏବଂ ITBP ସୈନିକଙ୍କ ସହ ଏକ ମିଳିତ ଫଟୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଆଫଗାନିସ୍ତାନର ହେରାତଠାରେ ଜୁନ ୪, ୨୦୧୬ରେ ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀଙ୍କ ସହ ଏକ ମିଳିତ ଫଟୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଜୁନ ୪, ୨୦୧୬ରେ ଆଫଗାନିସ୍ତାନର ହେରାତ ଛାଡି କତାରର ଦୋହା ଅଭିମୁଖେ ଯାତ୍ରା କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।