
ଶେରିଙ୍ଗ ତୋବଗେ, ଭୂଟାନ ପ୍ରଧାନମନ୍ତ୍ରୀ
( Mar 03, 2025 )
ମୁଁ ବିଶ୍ୱନେତାମାନଙ୍କୁ କହୁଥିବା ଶୁଣିଛି ଯେ ସେମାନଙ୍କ ଦେଶ ପ୍ରଥମ । ଏତେ ବଡ଼ ଦେଶର ନେତାଙ୍କୁ ଇତିହାସରେ, ବିଶ୍ୱର କୌଣସି ସ୍ଥାନରେ 'ପଡ଼ୋଶୀ ପ୍ରଥମେ' କହୁଥିବା ମୁଁ କେବେ ଶୁଣିନାହିଁ। ଏହା ଏକ ଚମତ୍କାର ସୁଯୋଗ। ମୁଁ ଅନ୍ୟ ପଡ଼ୋଶୀ ଦେଶମାନଙ୍କ ପାଇଁ କହିପାରିବି ନାହିଁ, କିନ୍ତୁ ଭୁଟାନ ପାଇଁ 'ନେବରହୁଡ୍ ଫର୍ଷ୍ଟ'ର ଅର୍ଥ ହେଉଛି ଦୁଇ ଦେଶ ମଧ୍ୟରେ ଆହୁରି ଗଭୀର ବନ୍ଧୁତା ଏବଂ ଭାରତର ଅଧିକ ସମର୍ଥନ ଏବଂ ସହାୟତା । ଏହା ଆମର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଏବଂ ଆମର ବିକାଶ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଛି ।