ଶ୍ରୀ ନରେନ୍ଦ୍ର ମୋଦୀ [ ![]() |
ପ୍ରଧାନମନ୍ତ୍ରୀ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ; ଆଣବିକ ଶକ୍ତି ବିଭାଗ; ମହାକାଶ ବିଭାଗ; ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ; ଏବଂ ଅନ୍ୟ ସମସ୍ତ ବିଭାଗ ଯାହା କୌଣସି ମନ୍ତ୍ରୀଙ୍କୁ ଦିଆଯାଇନାହିଁ। |
|
କ୍ୟାବିନେଟ ମନ୍ତ୍ରୀ |
||
1 | ଶ୍ରୀ ରାଜନାଥ ସିଂ [ ![]() |
ପ୍ରତିରକ୍ଷା ମନ୍ତ୍ରୀ |
2 | ଶ୍ରୀ ଅମିତ ଶାହ [ ![]() |
ସ୍ୱରାଷ୍ଟ୍ର ମନ୍ତ୍ରୀ; ଏବଂ ସମବାୟ ମନ୍ତ୍ରୀ |
3 | ଶ୍ରୀ ନୀତିନ ଜୟରାମ ଗଡକରୀ [ ![]() |
ସଡ଼କ ପରିବହନ ଓ ରାଜପଥ |
4 | ଶ୍ରୀ ଜଗତ ପ୍ରକାଶ ନଡ୍ଡା [ ![]() |
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ; ଏବଂ ରସାୟନ ଓ ସାର ମନ୍ତ୍ରୀ |
5 | ଶ୍ରୀ ଶିବରାଜ ସିଂ ଚୌହାନ [ ![]() |
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ; ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ |
6 | ଶ୍ରୀମତୀ ନିର୍ମଳା ସୀତାରମଣ [ ![]() |
ଅର୍ଥମନ୍ତ୍ରୀ; ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ |
7 | ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର [ ![]() |
ବୈଦେଶିକ ବ୍ୟାପାର ମନ୍ତ୍ରୀ |
8 | ଶ୍ରୀ ମନୋହର ଲାଲ [ ![]() |
ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ; ଏବଂ ଶକ୍ତି ମନ୍ତ୍ରୀ |
9 | ଶ୍ରୀ ଏଚ୍ ଡି କୁମାରସ୍ୱାମୀ [ ![]() |
ଭାରୀ ଉଦ୍ୟୋଗ ମନ୍ତ୍ରୀ; ଏବଂ ଇସ୍ପାତ ମନ୍ତ୍ରୀ |
10 | ଶ୍ରୀ ପୀୟୂଷ ଗୋୟଲ [ ![]() |
ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ |
11 | ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ [ ![]() |
ଶିକ୍ଷା ମନ୍ତ୍ରୀ |
12 | ଶ୍ରୀ ଜିତନ ରାମ ମାଞ୍ଝି [ ![]() |
ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ |
13 | ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ [ ![]() |
ପଞ୍ଚାୟତିରାଜ ମନ୍ତ୍ରୀ; ଏବଂ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ |
14 | ଶ୍ରୀ ସର୍ବାନନ୍ଦ ସୋନୱାଲ [ ![]() |
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ |
15 | ଡ. ବୀରେନ୍ଦ୍ର କୁମାର [ ![]() |
ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ |
16 | ଶ୍ରୀ କିଞ୍ଜରପୁ ରାମମୋହନ ନାଇଡୁ [ ![]() |
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ |
17 | ଶ୍ରୀ ପ୍ରହ୍ଲାଦ ଯୋଶୀ [ ![]() |
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ; ଏବଂ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ |
18 | ଶ୍ରୀ ଜୁଏଲ ଓରାମ [ ![]() |
ଆଦିବାସୀ ବ୍ୟାପାର ମନ୍ତ୍ରୀ |
19 | ଶ୍ରୀ ଗିରିରାଜ ସିଂ [ ![]() |
ବୟନ ଶିଳ୍ପ ମନ୍ତ୍ରୀ |
20 | ଶ୍ରୀ ଅଶ୍ୱିନୀ ବୈଷ୍ଣବ [ ![]() |
ରେଳ ମନ୍ତ୍ରୀ; ସୂଚନା ଓ ପ୍ରସାରଣ ମନ୍ତ୍ରୀ; ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ |
21 | ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ [ ![]() |
ସଂଚାର ମନ୍ତ୍ରୀ; ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ |
22 | ଶ୍ରୀ ଭୁପେନ୍ଦ୍ର ଯାଦବ [ ![]() |
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ |
23 | ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ [ ![]() |
ସଂସ୍କୃତି ମନ୍ତ୍ରୀ;ଏବଂ ପର୍ଯ୍ୟଟନ ମନ୍ତ୍ରୀ |
24 | ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ [ ![]() |
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ |
25 | ଶ୍ରୀ କିରଣ ରିଜିଜୁ [ ![]() |
ସଂସଦୀୟ ବ୍ୟାପାର ମନ୍ତ୍ରୀ; ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ |
26 | ଶ୍ରୀ ହରଦୀପ ସିଂ ପୁରୀ [ ![]() |
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ |
27 | ଡ. ମନସୁଖ ମାଣ୍ଡଭୀୟ [ ![]() |
ଶ୍ରମ ଓ ନିୟୋଜନ ମନ୍ତ୍ରୀ; ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ |
28 | ଶ୍ରୀ ଜି. କିଶନ ରେଡ୍ଡୀ [ ![]() |
କୋଇଲା ମନ୍ତ୍ରୀ;ଏବଂ ଖଣି ମନ୍ତ୍ରୀ |
29 | ଶ୍ରୀ ଚିରାଗ ପାଶୱାନ [ ![]() |
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ |
30 | ଶ୍ରୀ ସି ଆର ପାଟିଲ [ ![]() |
ଜଳଶକ୍ତି ମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
||
1 | ରାଓ ଇନ୍ଦ୍ରଜିତ୍ ସିଂହ [ ![]() |
ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଯୋଜନା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ ସଂସ୍କୃତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
2 | ଡକ୍ଟର ଜିତେନ୍ଦ୍ର ସିଂ [ ![]() |
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଭୂବିଜ୍ଞାନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ; କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଆଣବିକ ଶକ୍ତି ବିଭାଗରେ ରାଷ୍ଟ୍ରମନ୍ତ୍ରୀ; ଏବଂ ମହାକାଶ ବିଭାଗରେ ରାଷ୍ଟ୍ରମନ୍ତ୍ରୀ |
3 | ଶ୍ରୀ ଅର୍ଜୁନ ରାମ ମେଘୱାଲ [ ![]() |
ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ);ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
4 | ଶ୍ରୀ ଯାଦବ ପ୍ରତାପରାଓ ଗଣପତରାଓ [ ![]() |
ଆୟୁଷ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
5 | ଶ୍ରୀ ଜୟନ୍ତ ଚୌଧୁରୀ [ ![]() |
ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ ଶିକ୍ଷା ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ |
||
1 | ଶ୍ରୀ ଜିତିନ ପ୍ରସାଦ [ ![]() |
ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
2 | ଶ୍ରୀ ଶ୍ରୀପଦ ୟେସୋ ନାଏକ [ ![]() |
ଶକ୍ତି ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ |
3 | ଶ୍ରୀ ପଙ୍କଜ ଚୌଧୁରୀ [ ![]() |
ଅର୍ଥ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ |
4 | ଶ୍ରୀ କୃଷ୍ଣ ପାଲ [ ![]() |
ସମବାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
5 | ଶ୍ରୀ ରାମଦାସ ଆଠୱାଲେ [ ![]() |
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
6 | ଶ୍ରୀ ରାମନାଥ ଠାକୁର [ ![]() |
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
7 | ଶ୍ରୀ ନିତ୍ୟାନନ୍ଦ ରାୟ [ ![]() |
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
8 | ଶ୍ରୀମତୀ ଅନୁପ୍ରିୟା ପଟେଲ [ ![]() |
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ରସାୟନ ଓ ସାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
9 | ଶ୍ରୀ ଭି ସୋମନ୍ନା [ ![]() |
ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ରେଳ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ |
10 | ଡା. ଚନ୍ଦ୍ରଶେଖର ପେମ୍ମସାନି [ ![]() |
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
11 | ପ୍ରଫେସର ଏସ୍ ପି ସିଂହ ବାଘେଲ [ ![]() |
ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
12 | ସୁଶ୍ରୀ ଶୋଭା କରନ୍ଦଲାଜେ [ ![]() |
ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
13 | ଶ୍ରୀ କୀର୍ତ୍ତିବର୍ଦ୍ଧନ ସିଂ [ ![]() |
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
14 | ଶ୍ରୀ ବି.ଏଲ୍ ବର୍ମା [ ![]() |
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
15 | ଶ୍ରୀ ଶାନ୍ତନୁ ଠାକୁର [ ![]() |
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
16 | ଶ୍ରୀ ସୁରେଶ ଗୋପୀ [ ![]() |
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
17 | ଡ. ଏଲ୍ ମୁରୁଗାନ୍ [ ![]() |
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
18 | Sଶ୍ରୀ ଅଜୟ ଟାମଟା [ ![]() |
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
19 | ଶ୍ରୀ ବାନ୍ଦୀ ସଞ୍ଜୟ କୁମାର [ ![]() |
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
20 | ଶ୍ରୀ କମଲେଶ ପାସୱାନ [ ![]() |
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
21 | ଶ୍ରୀ ଭଗୀରଥ ଚୌଧୁରୀ [ ![]() |
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
22 | ଶ୍ରୀ ସତୀଶ ଚନ୍ଦ୍ର ଦୁବେ [ ![]() |
କୋଇଲା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଖଣି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
23 | ଶ୍ରୀ ସଞ୍ଜୟ ସେଠ [ ![]() |
ପ୍ରତିରକ୍ଷା ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ |
24 | ଶ୍ରୀ ରବନୀତ ସିଂ [ ![]() |
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ରେଳ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ |
25 | ଶ୍ରୀ ଦୁର୍ଗାଦାସ ଉଇକେ [ ![]() |
ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
26 | ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ [ ![]() |
ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
27 | ସୁକାନ୍ତ ମଜୁମଦାର [ ![]() |
ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
28 | ଶ୍ରୀମତୀ ସାବିତ୍ରୀ ଠାକୁର [ ![]() |
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
29 | ଶ୍ରୀ ତୋଖନ ସାହୁ [ ![]() |
ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
30 | ଶ୍ରୀ ରାଜ ଭୂଷଣ ଚୌଧୁରୀ [ ![]() |
ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
31 | ଶ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା [ ![]() |
ଭାରୀ ଶିଳ୍ପ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ ଇସ୍ପାତ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ |
32 | ଶ୍ରୀ ହର୍ଷ ମାଲହୋତ୍ରା [ ![]() |
କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
33 | ଶ୍ରୀମତୀ ନିରୁବେନ ଜୟନ୍ତୀ ଭାଇ ବମଭଣିଆ [ ![]() |
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
34 | ଶ୍ରୀ ମୁରଲୀଧର ମୋହୋଲ [ ![]() |
ସମବାୟ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
35 | ଶ୍ରୀ ଜର୍ଜ କୁରିଏନ୍ [ ![]() |
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
36 | ଶ୍ରୀ ପବିତ୍ର ମାର୍ଗେରିଟା [ ![]() |
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ବୟନ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
ଶ୍ରୀ ନରେନ୍ଦ୍ର ମୋଦୀ |
---|
(28.01.2025 ରେ ପୃଷ୍ଠା ଶେଷଥର ପାଇଁ ଅପଡେଟ କରାଯାଇଛି)