ଶ୍ରୀ ନରେନ୍ଦ୍ର ମୋଦୀ [ ![]() |
ପ୍ରଧାନମନ୍ତ୍ରୀ ଏବଂ କାର୍ମିକ ଓ ସାଧାରଣ ଅଭିଯୋଗ ଏବଂ ପେନସନ; ଆଣବିକ ଶକ୍ତି ବିଭାଗ; ମହାକାଶ ବିଭାଗ; ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରସଙ୍ଗ; ଏବଂ ଅନ୍ୟ କୌଣସି ମନ୍ତ୍ରୀମାନଙ୍କୁ ଦିଆଯାଇନଥିବା ଅନ୍ୟ ସମସ୍ତ ବିଭାଗର ଦାୟିତ୍ୱ |
|
କ୍ୟାବିନେଟ ମନ୍ତ୍ରୀ |
||
1 | ଶ୍ରୀ ରାଜନାଥ ସିଂହ [ ![]() |
ପ୍ରତିରକ୍ଷା ମନ୍ତ୍ରୀ |
2 | ଶ୍ରୀ ଅମିତ ଶାହ [ ![]() |
ସ୍ୱରାଷ୍ଟ୍ର ବ୍ୟାପାର ; ଏବଂ ସମବାୟ ମନ୍ତ୍ରୀ |
3 | ଶ୍ରୀ ନୀତିନ ଜୟରାମ ଗଡ଼କରୀ [ ![]() |
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ |
4 | ଶ୍ରୀମତୀ ନିର୍ମଳା ସୀତାରମଣ [ ![]() |
ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ |
5 | ଶ୍ରୀ ନରେନ୍ଦ୍ର ସିଂ ତୋମର [ ![]() |
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ |
6 | ଡ଼ ସୁବ୍ରମଣ୍ୟମ ଜୟଶଙ୍କର [ ![]() |
ବୈଦେଶିକ ବ୍ୟାପାର ମନ୍ତ୍ରୀ |
7 | ଶ୍ରୀ ଅର୍ଜୁନ ମୁଣ୍ଡା [ ![]() |
ଆଦିବାସୀ ବ୍ୟାପାର ମନ୍ତ୍ରୀ |
8 | ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ [ ![]() |
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ |
9 | ଶ୍ରୀ ପୀୟୂଷ ଗୋଏଲ [ ![]() |
ବାଣିଜ୍ୟ ଏବଂ ଶିଳ୍ପ; ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ; ଏବଂ ବୟନ ଶିଳ୍ପ ମନ୍ତ୍ରୀ |
10 | ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ [ ![]() |
ଶିକ୍ଷା; ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ |
11 | ଶ୍ରୀ ପ୍ରହ୍ଲାଦ ଯୋଶୀ [ ![]() |
ସଂସଦୀୟ ବ୍ୟାପାର; କୋଇଲା; ଏବଂ ଖଣି ମନ୍ତ୍ରୀ |
12 | ଶ୍ରୀ ନାରାୟଣ ଟାଟୁ ରାଣେ [ ![]() |
ଲଘୁ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ |
13 | ଶ୍ରୀ ସରବାନନ୍ଦ ସୋନୋୱାଲ [ ![]() |
ବନ୍ଦର, ପରିବହନ ଏବଂ ଜଳପଥ ;ଏବଂ ଆୟୁଷ ମନ୍ତ୍ରୀ |
14 | ଡ଼ ବିରେନ୍ଦ୍ର କୁମାର [ ![]() |
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ |
15 | ଶ୍ରୀ ଗିରିରାଜ ସିଂ [ ![]() |
ଗ୍ରାମ୍ୟ ଉନ୍ନୟନ ; ଏବଂ ପଞ୍ଚାୟତ ରାଜ ମନ୍ତ୍ରୀ |
16 | ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍.ସିନ୍ଧିଆ [ ![]() |
ବେସାମରିକ ବିମାନ ଚଳାଚଳ ; ଏବଂ ଇସ୍ପାତ ମନ୍ତ୍ରୀ |
17 | ଶ୍ରୀ ଅଶ୍ୱିନୀ ବୈଷ୍ଣବ [ ![]() |
ରେଳ; ଯୋଗାଯୋଗ ; ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ |
18 | ଶ୍ରୀ ପଶୁ ପତି କୁମାର ପାରସ [ ![]() |
ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ |
19 | ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ [ ![]() |
ଜଳ ଶକ୍ତି ମନ୍ତ୍ରୀ |
20 | ଶ୍ରୀ କିରେନ ରିଜିଜୁ [ ![]() |
ଭୂବିଜ୍ଞାନ ମନ୍ତ୍ରୀ |
21 | ଶ୍ରୀ ରାଜ କୁମାର ସିଂ [ ![]() |
ଶକ୍ତି ; ଏବଂ ନବୀନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ |
22 | ଶ୍ରୀ ହରଦୀପ ସିଂ ପୁରୀ [ ![]() |
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ; ଏବଂ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ |
23 | ଶ୍ରୀ ମନସୁଖ ଏଲ. ମାଣ୍ଡଭୀୟ [ ![]() |
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ; ଏବଂ ସାର ଓ ରସାୟନ ମନ୍ତ୍ରୀ |
24 | ଶ୍ରୀ ଭୁପେନ୍ଦର ଯାଦବ [ ![]() |
ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ; ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରୀ |
25 | ମହେନ୍ଦ୍ର ନାଥ ପାଣ୍ଡେ [ ![]() |
ଭାରୀ ଶିଳ୍ପ ମନ୍ତ୍ରୀ |
26 | ଶ୍ରୀ ପୁରୁଷୋତ୍ତମ ରୂପାଲା [ ![]() |
ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ମନ୍ତ୍ରୀ |
27 | ଶ୍ରୀ ଜି.କିଶନ ରେଡ୍ଡୀ [ ![]() |
ସଂସ୍କୃତି ; ପର୍ଯ୍ୟଟନ ; ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ |
28 | ଶ୍ରୀ ଅନୁରାଗ ସିଂ ଠାକୁର [ ![]() |
ସୂଚନା ଓ ପ୍ରସାରଣ ; ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
||
1 | ରାଓ ଇନ୍ଦରଜିତ ସିଂ [ ![]() |
ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ (ସ୍ୱାଧୀନ ଦାୟିତ୍ୱ) ; ଯୋଜନା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
2 | ଡ଼ ଜିତେନ୍ଦ୍ର ସିଂ [ ![]() |
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (ସ୍ୱାଧୀନ ଦାୟିତ୍ୱ); ଭୂବିଜ୍ଞାନ (ସ୍ୱାଧୀନ ଦାୟିତ୍ୱ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ; କାର୍ମିକ ବ୍ୟାପାର, ସାଧାରଣ ଅଭିଯୋଗ ଏବଂ ପେନସନ ; ପରମାଣୁ ଶକ୍ତି ବିଭାଗରେ ; ଏବଂ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ |
3 | ଶ୍ରୀ ଅର୍ଜୁନ ରାମ ମେଘୱାଲ [ ![]() |
ଆଇନ ଓ ନ୍ୟାୟ (ସ୍ୱାଧୀନ ଦାୟିତ୍ୱ) ସଂସଦୀୟ ବ୍ୟାପାର ; ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ |
||
1 | ଶ୍ରୀପଦ ୟେସୋ ନାୟକ [ ![]() |
ବନ୍ଦର, ପରିବହନ ଏବଂ ଜଳପଥ ; ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ |
2 | ଶ୍ରୀ ଫଗନ ସିଂ କୁଲସ୍ତେ [ ![]() |
ଇସ୍ପାତ ; ଏବଂ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ |
3 | ଶ୍ରୀ ପ୍ରହ୍ଲାଦ ସିଂ ପଟେଲ [ ![]() |
ଜଳ ଶକ୍ତି ; ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
4 | ଶ୍ରୀ ଅଶ୍ୱିନୀ କୁମାର ଚୌବେ [ ![]() |
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ; ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ |
5 | ଜେନେରାଲ (ସେବାନିବୃତ୍ତ) ଭି.କେ ସିଂ [ ![]() |
ସଡ଼କ ପରିବହନ ଏବଂ ରାଜପଥ; ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ |
6 | ଶ୍ରୀ କ୍ରିଷନ ପାଲ [ ![]() |
ଶକ୍ତି ; ଏବଂ ଭାରୀ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
7 | ଶ୍ରୀ ଦାନଭେ ରାଓସାହେବ ଦାଦାରାଓ [ ![]() |
ରେଳ ; କୋଇଲା ; ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ |
8 | ଶ୍ରୀ ରାମଦାସ ଅଠାୱଲେ [ ![]() |
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
9 | ସାଧ୍ୱୀ ନିରଞ୍ଜନ ଜ୍ୟୋତି [ ![]() |
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ; ଏବଂ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ |
10 | ଡ଼ ସଞ୍ଜିବ କୁମାର ବାଲ୍ୟାନ୍ [ ![]() |
ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ରାଷ୍ଟ୍ରମନ୍ତ୍ରୀ |
11 | ଶ୍ରୀ ନିତ୍ୟାନନ୍ଦ ରାୟ [ ![]() |
ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
12 | ଶ୍ରୀ ପଙ୍କଜ ଚୌଧରୀ [ ![]() |
ଅର୍ଥ ରାଷ୍ଟ୍ରମନ୍ତ୍ରୀ |
13 | ଶ୍ରୀମତୀ ଅନୁପ୍ରିୟା ସିଂ ପଟେଲ [ ![]() |
ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ |
14 | ପ୍ରଫେସର ଏସ୍. ପି. ସିଂ ବାଘେଲ [ ![]() |
ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ |
15 | ଶ୍ରୀ ରାଜୀବ ଚନ୍ଦ୍ରଶେଖର [ ![]() |
ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ; ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ |
16 | ସୁଶ୍ରୀ ଶୋଭା କରନ୍ଦଲାଜେ [ ![]() |
କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
17 | ଶ୍ରୀ ଭାନୁ ପ୍ରତାପ ସିଂ ବର୍ମା [ ![]() |
ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
18 | ଶ୍ରୀମତୀ ଦର୍ଶନା ବିକ୍ରମ ଜାରଡୋଶ [ ![]() |
ବୟନ ଶିଳ୍ପ ; ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ |
19 | ଶ୍ରୀ ଭି ମୁରଲୀଧରନ୍ [ ![]() |
ବୈଦେଶିକ ବ୍ୟାପାର ; ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
20 | ଶ୍ରୀମତୀ ମୀନାକ୍ଷୀ ଲେଖୀ [ ![]() |
ବୈଦେଶିକ ବ୍ୟାପାର ; ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ |
21 | ଶ୍ରୀ ସୋମ ପରକାଶ [ ![]() |
ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ |
22 | ଶ୍ରୀମତୀ ରେଣୁକା ସିଂ ସାରୁତା [ ![]() |
ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
23 | ଶ୍ରୀ ରମେଶ୍ୱର ତେଲି [ ![]() |
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ; ଏବଂ ଶ୍ରମ ଓ ରୋଜଗାର ରାଷ୍ଟ୍ରମନ୍ତ୍ରୀ |
24 | ଶ୍ରୀ କୈଳାଶ ଚୌଧରୀ [ ![]() |
କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
25 | ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ [ ![]() |
ଶିକ୍ଷା ରାଷ୍ଟ୍ରମନ୍ତ୍ରୀ |
26 | ଶ୍ରୀ ଏ. ନାରାୟଣସ୍ୱାମୀ [ ![]() |
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
27 | ଶ୍ରୀ କୌଶଲ କିଶୋର [ ![]() |
ଗୃହ ଓ ନଗର ରାଷ୍ଟ୍ରମନ୍ତ୍ରୀ |
28 | ଶ୍ରୀ ଅଜୟ ଭଟ୍ଟ [ ![]() |
ପ୍ରତିରକ୍ଷା ; ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ |
29 | ଶ୍ରୀ ବି.ଏଲ.ବର୍ମା [ ![]() |
ଉତ୍ତର ପୂର୍ବାଞ୍ଚଳ ବିକାଶ ; ଏବଂ ସମବାୟ ରାଷ୍ଟ୍ରମନ୍ତ୍ରୀ |
30 | ଶ୍ରୀ ଅଜୟ କୁମାର [ ![]() |
ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
31 | ଶ୍ରୀ ଦେବୁସିହ୍ନ ଚୌହାନ [ ![]() |
ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ |
32 | ଶ୍ରୀ ଭଗବନ୍ତ ଖୁବା [ ![]() |
ନବୀନ ଏବଂ ଅକ୍ଷୟ ଶକ୍ତି ; ଏବଂ ରାସାୟନିକ ଏବଂ ସାର ରାଷ୍ଟ୍ରମନ୍ତ୍ରୀ |
33 | ଶ୍ରୀ କପିଲ ମୋରେଶ୍ୱର ପାଟିଲ [ ![]() |
ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ |
34 | ସୁଶ୍ରୀ ପ୍ରତୀମା ଭୌମିକ [ ![]() |
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
35 | ଡ଼ ସୁଭାଷ ସରକାର [ ![]() |
ଶିକ୍ଷା ରାଷ୍ଟ୍ରମନ୍ତ୍ରୀ |
36 | ଡ଼ ଭଗବତ କିଶନରାଓ କରଦ [ ![]() |
ଅର୍ଥ ରାଷ୍ଟ୍ରମନ୍ତ୍ରୀ |
37 | ଡ଼ ରାଜକୁମାର ରଞ୍ଜନ ସିଂ [ ![]() |
ବୈଦେଶିକ ବ୍ୟାପାର ; ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ |
38 | ଡ଼ ଭାରତୀ ପ୍ରବୀଣ ପାୱାର [ ![]() |
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
39 | ଶ୍ରୀ ବିଶ୍ୱେଶ୍ୱର ଟୁଡୁ [ ![]() |
ଆଦିବାସୀ ବ୍ୟାପାର ; ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ |
40 | ଶ୍ରୀ ଶାନ୍ତନୁ ଠାକୁର [ ![]() |
ବନ୍ଦର, ପରିବହନ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ |
41 | ଡ଼ ମୁନ୍ଜାପରା ମହେନ୍ଦ୍ରଭାଇ [ ![]() |
ମହିଳା ଓ ଶିଶୁ ବିକାଶ ; ଏବଂ ଆୟୁଷ ରାଷ୍ଟ୍ରମନ୍ତ୍ରୀ |
42 | ଶ୍ରୀ ଜୋନ୍ ବାର୍ଲା [ ![]() |
ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
43 | ଡ଼ ଏଲ୍.ମୁରୁଗନ୍ [ ![]() |
ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ; ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ |
44 | ଶ୍ରୀ ନିସିଥ ପ୍ରମାନିକ [ ![]() |
ସ୍ୱରାଷ୍ଟ୍ର ବ୍ୟାପାର ; ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ |
ପ୍ରଧାନମନ୍ତ୍ରୀ |
---|
(26.09.2023 ରେ ପୃଷ୍ଠା ଶେଷଥର ପାଇଁ ଅପଡେଟ କରାଯାଇଛି)