ଶ୍ରୀ ନରେନ୍ଦ୍ର ମୋଦୀ [ 1177KB ] | ପ୍ରଧାନମନ୍ତ୍ରୀ ଏବଂ କାର୍ମିକ ଓ ସାଧାରଣ ଅଭିଯୋଗ ଏବଂ ପେନସନ; ଆଣବିକ ଶକ୍ତି ବିଭାଗ ; ମହାକାଶ ବିଭାଗ; ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରସଙ୍ଗ ଏବଂ ଅନ୍ୟ କୌଣସି ମନ୍ତ୍ରୀମାନଙ୍କୁ ଦିଆଯାଇନଥିବା ଅନ୍ୟ ସମସ୍ତ ବିଭାଗର ଦାୟିତ୍ୱ |
|
କ୍ୟାବିନେଟ ମନ୍ତ୍ରୀ |
||
1 | ଶ୍ରୀ ରାଜନାଥ ସିଂହ [ 610KB ] | ପ୍ରତିରକ୍ଷା ମନ୍ତ୍ରୀ |
2 | ଶ୍ରୀ ଅମିତ ଶାହ [ 844KB ] | ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ |
3 | ଶ୍ରୀ ନୀତିନ ଜୟରାମ ଗଡ଼କରୀ [ 2821KB ] | ସଡ଼କ ପରିବହନ ଏବଂ ରାଜପଥ ଏବଂ ଲଘୁ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ |
4 | ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା [ 2167KB ] | ସାର ଏବଂ ରସାୟନ ମନ୍ତ୍ରୀ |
5 | ଶ୍ରୀମତୀ ନିର୍ମଳା ସୀତାରମଣ [ 1622KB ] | ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ |
6 | ଶ୍ରୀ ରାମବିଳାସ ପାଶୱାନ [ 904KB ] | ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ |
7 | ଶ୍ରୀ ନରେନ୍ଦ୍ର ସିଂ ତୋମାର [ 828KB ] | କୃଷି ଏବଂ କୃଷକ କଲ୍ୟାଣ; ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ |
8 | ଶ୍ରୀ ରବିଶଙ୍କର ପ୍ରସାଦ [ 2296KB ] | ଆଇନ ଏବଂ ନ୍ୟାୟ; ଯୋଗାଯୋଗ ଏବଂ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ |
9 | ଶ୍ରୀମତୀ ହରସିମରତ୍ କୌର ବାଦଲ [ 3734KB ] | ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ |
10 | ଶ୍ରୀ ଥୱର ଚାନ୍ଦ ଗେହଲଟ୍ [ 2158KB ] | ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ |
11 | ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର [ 2527KB ] | ବୈଦେଶିକ ବ୍ୟାପାର ମନ୍ତ୍ରୀ |
12 | ଶ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ’ [ 1112KB ] | ମାନବ ସମ୍ବଳ ବିକାଶ ମନ୍ତ୍ରୀ |
13 | ଶ୍ରୀ ଅର୍ଜୁନ ମୁଣ୍ଡା [ 638KB ] | ଆଦିବାସୀ ବ୍ୟାପାର ମନ୍ତ୍ରୀ |
14 | ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ [ 3631KB ] | ମହିଳା ଓ ଶିଶୁ କଲ୍ୟାଣ; ଏବଂ ବୟନ ଶିଳ୍ପ ମନ୍ତ୍ରୀ |
15 | ଡକ୍ଟର ହର୍ଷ ବର୍ଦ୍ଧନ [ 253KB ] | ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ; ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଏବଂ ଭୂବିଜ୍ଞାନ ମନ୍ତ୍ରୀ |
16 | ଶ୍ରୀ ପ୍ରକାଶ ଜାଭଡ଼େକର [ 1257KB ] | ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ, ଭାରୀ ଉଦ୍ୟୋଗ ଏବଂ ସାଧାରଣ ଉଦ୍ୟୋଗ |
17 | ଶ୍ରୀ ପୀୟୂଷ ଗୋଏଲ [ 484KB ] | ରେଳବାଇ ଏବଂ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ |
18 | ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ [ 2714KB ] | ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ |
19 | ଶ୍ରୀ ମୁଖତାର ଅବାସ ନକଭୀ [ 1204KB ] | ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ |
20 | ଶ୍ରୀ ପ୍ରହ୍ଲାଦ ଯୋଶୀ [ 2442KB ] | ସଂସଦୀୟ ବ୍ୟାପାର; କୋଇଲା ଏବଂ ଖଣି ମନ୍ତ୍ରୀ |
21 | ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ [ 837KB ] | ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ |
22 | ଶ୍ରୀ ଅରବିନ୍ଦ ଗଣପତ ସାୱନ୍ତ [ 2497KB ] [relinquished Charge on 12.11.2019] |
ଭାରୀ ଉଦ୍ୟୋଗ ଏବଂ ସାଧାରଣ ଉଦ୍ୟୋଗ |
23 | ଶ୍ରୀ ଗିରିରାଜ ସିଂହ [ 875KB ] | ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ମନ୍ତ୍ରୀ |
24 | ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ [ 1494KB ] | ଜଳ ଶକ୍ତି ମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
||
1 | ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର [ 3033KB ] | ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
2 | ଶ୍ରୀ ରାଓ ଇନ୍ଦରଜିତ ସିଂ [ 2237KB ] | ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ (ସ୍ୱାଧୀନ ଦାୟିତ୍ୱ) ଏବଂ ଏବଂ ଯୋଜନା ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
3 | ଶ୍ରୀପଦ ଯଶୋ ନାୟକ [ 3019KB ] | ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଏବଂ ହୋମିଓପାଥୀ (ଆୟୁଷ) (ସ୍ୱାଧୀନ ଦାୟିତ୍ୱ) ଏବଂ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ |
4 | ଡ. ଜିତେନ୍ଦ୍ର ସିଂ [ 1248KB ] | ଉତ୍ତର-ପୂର୍ବାଞ୍ଚଳ ବିକାଶ (ସ୍ୱାଧୀନ ଦାୟିତ୍ୱ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ; କାର୍ମିକ ବ୍ୟାପାର, ସାଧାରଣ ଅଭିଯୋଗ ଏବଂ ପେନସନ; ଆଣବିକ ଶକ୍ତି ବିଭାଗ ଏବଂ ମହାକାଶ ବିଭାଗ ମନ୍ତ୍ରୀ |
5 | ଶ୍ରୀ କିରଣ ରିଜିଜୁ [ 1873KB ] | ଯୁବ ବ୍ୟାପାର ଏବଂ କ୍ରୀଡ଼ା (ସ୍ୱାଧୀନ ଦାୟିତ୍ୱ) ଏବଂ ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ |
6 | ଶ୍ରୀ ପ୍ରହ୍ଲାଦ ସିଂ ପଟେଲ [ 3633KB ] | ସଂସ୍କୃତି (ସ୍ୱାଧୀନ ଦାୟିତ୍ୱ) ଏବଂ ପର୍ଯ୍ୟଟନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
7 | ଶ୍ରୀ ରାଜକୁମାର ସିଂ [ 714KB ] | ଶକ୍ତି (ସ୍ୱାଧୀନ ଦାୟିତ୍ୱ); ନବୀନ ଏବଂ ଅକ୍ଷୟ ଶକ୍ତି (ସ୍ୱାଧୀନ ଦାୟିତ୍ୱ) ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ |
8 | ଶ୍ରୀ ହରଦୀପ ସିଂ ପୁରୀ [ 1117KB ] | ଆବାସ ଏବଂ ସହରାଞ୍ଚଳ ବ୍ୟାପାର (ସ୍ୱାଧୀନ ଦାୟିତ୍ୱ) ବେସାମରିକ ବିମାନ ଚଳାଚଳ (ସ୍ୱାଧୀନ ଦାୟିତ୍ୱ) ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ |
9 | ଶ୍ରୀ ମନସୁଖ ଏଲ. ମାଣ୍ଡଭୀୟ [ 2316KB ] | ଜାହାଜ ଚଳାଚଳ (ସ୍ୱାଧୀନ ଦାୟିତ୍ୱ) ଏବଂ ସାର ଓ ରସାୟନ ମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ |
||
1 | ଶ୍ରୀ ଫଗନ ସିଂ କୁଲସ୍ତେ [ 4193KB ] | ଇସ୍ପାତ ରାଷ୍ଟ୍ରମନ୍ତ୍ରୀ |
2 | ଶ୍ରୀ ଅଶ୍ୱିନୀ କୁମାର ଚୌବେ [ 879KB ] | ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
3 | ଶ୍ରୀ ଅର୍ଜୁନ ରାମ ମେଘୱାଲ [ 1105KB ] | ସଂସଦୀୟ ବ୍ୟାପାର ଏବଂ ଭାରୀ ଉଦ୍ୟୋଗ ଏବଂ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
4 | ଜେନେରାଲ (ସେବାନିବୃତ୍ତ) ଭି.କେ ସିଂ [ 776KB ] | ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ |
5 | ଶ୍ରୀ କ୍ରିଷନ ପାଲ [ 1077KB ] | ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
6 | ଶ୍ରୀ ଦାନଭେ ରାଓସାହେବ ଦାଦାରାଓ [ 3729KB ] | ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ |
7 | ଶ୍ରୀ ଜି. କିଷନ ରେଡ୍ଡୀ [ 2299KB ] | ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
8 | ଶ୍ରୀ ପୁରୁଷୋତ୍ତମ ରୂପାଲା [ 2853KB ] | କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
9 | ଶ୍ରୀ ରାମଦାସ ଅଠାୱଲେ [ 1852KB ] | ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
10 | ସାଧ୍ୱୀ ନିରଞ୍ଜନ ଜ୍ୟୋତି [ 911KB ] | ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ |
11 | ଶ୍ରୀ ବାବୁଲ ସୁପ୍ରିୟୋ [ 2575KB ] | ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ |
12 | ଶ୍ରୀ ସଞ୍ଜିବ କୁମାର ବାଲ୍ୟାନ୍ [ 1399KB ] | ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ |
13 | ଶ୍ରୀ ଧୋତ୍ରେ ସଞ୍ଜୟ ଶାମରାଓ [ 3626KB ] | ମାନବ ସମ୍ବଳ ବିକାଶ; ଯୋଗାଯୋଗ ଏବଂ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା |
14 | ଶ୍ରୀ ଅନୁରାଗ ସିଂହ ଠାକୁର [ 4184KB ] | ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
15 | ଶ୍ରୀ ଅଙ୍ଗାଦି ସୁରେଶ ଚାନ୍ନାବାସାପ୍ପା [ 8075KB ] | ରେଳ ରାଷ୍ଟ୍ରମନ୍ତ୍ରୀ |
16 | ଶ୍ରୀ ନିତ୍ୟାନନ୍ଦ ରାୟ [ 2501KB ] | ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
17 | ଶ୍ରୀ ରତନ ଲାଲ କଟାରିଆ [ 3659KB ] | ଜଳ ଶକ୍ତି ; ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
18 | ଶ୍ରୀ ଭି. ମୂରଲୀଧରନ [ 1061KB ] | ବୈଦେଶିକ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
19 | ଶ୍ରୀମତୀ ରେଣୁକା ସିଂ ସରୁତା [ 3421KB ] | ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
20 | ଶ୍ରୀ ସୋମ ପ୍ରକାଶ [ 830KB ] | ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ |
21 | ଶ୍ରୀ ରାମେଶ୍ୱର ତେଲି [ 1071KB ] | ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
22 | ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ [ 1430KB ] | ଲଘୁ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ ଏବଂ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ପାଳନ ରାଷ୍ଟ୍ରମନ୍ତ୍ରୀ |
23 | ଶ୍ରୀ କୈଳାସ ଚୌଧୁରୀ [ 1265KB ] | କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
24 | ସୁଶ୍ରୀ ଦେବଶ୍ରୀ ଚୌଧୁରୀ [ 1185KB ] | ମହିଳା ଏବଂ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ | ପ୍ରଧାନମନ୍ତ୍ରୀ |
---|
(12.11.2019 ରେ ପୃଷ୍ଠା ଶେଷଥର ପାଇଁ ଅପଡେଟ କରାଯାଇଛି)