ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Assamese
Bengali
Gujarati
Kannada
Malayalam
Manipuri
Marathi
Odia
Punjabi
Tamil
Telugu
Urdu
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
ମୁଖପୃଷ୍ଠା (ହୋମ)
ପିଏମଇଣ୍ଡିଆ
ତାମିଲନାଡ଼ୁରେ ପ୍ରଧାନମନ୍ତ୍ରୀ (ଏପ୍ରିଲ 12,2018)
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 12, 2018ରେ ଚେନ୍ନାଇଠାରେ ପହଞ୍ଚିବା କ୍ଷଣି ତାମିଲନାଡ଼ୁର ରାଜ୍ୟପାଳ ଶ୍ରୀ ବନୱାରିଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପାଲାନିସ୍ଵାମୀ ତାଙ୍କୁ ସ୍ଵାଗତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 12, 2018ରେ ଚେନ୍ନାଇଠାରେ ପହଞ୍ଚିବା କ୍ଷଣି ତାମିଲନାଡ଼ୁର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଓ. ପନ୍ନିରସେଲଭମ ତାଙ୍କୁ ସ୍ଵାଗତ କରୁଛନ୍ତି ।
ତାମିଲନାଡ଼ୁର ମହାବଳୀପୁରମଠାରେ ଏପ୍ରିଲ 12, 2018ରେ ଭାରତ ପ୍ରତିରକ୍ଷା ପ୍ରଦର୍ଶନୀ – 2018ର ଶୁଭାରମ୍ଭ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 12, 2018ରେ ତାମିଲନାଡ଼ୁର ମହାବଳୀପୁରମଠାରେ iDeX (ପ୍ରତିରକ୍ଷା ଉତ୍କର୍ଷ ପାଇଁ ନବସୃଜନ) ଯୋଜନାର ଶୁଭାରମ୍ଭ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ।
ତାମିଲନାଡ଼ୁର ମହାବଳୀପୁରମଠାରେ ଏପ୍ରିଲ 12, 2018ରେ ଭାରତ ପ୍ରତିରକ୍ଷା ପ୍ରଦର୍ଶନୀ – 2018ର ଶୁଭାରମ୍ଭ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପାଲାନିସ୍ଵାମୀ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।
ତାମିଲନାଡ଼ୁର ମହାବଳୀପୁରମଠାରେ ଏପ୍ରିଲ 12, 2018ରେ ଭାରତ ପ୍ରତିରକ୍ଷା ପ୍ରଦର୍ଶନୀ – 2018ର ଶୁଭାରମ୍ଭ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପାଲାନିସ୍ଵାମୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 12, 2018ରେ ତାମିଲନାଡ଼ୁର ମହାବଳୀପୁରମଠାରେ ଭାରତ ପ୍ରତିରକ୍ଷା ପ୍ରଦର୍ଶନୀ – 2018ର ଶୁଭାରମ୍ଭ ସମାରୋହକୁ ସମ୍ବୋଧିତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 12, 2018ରେ ତାମିଲନାଡ଼ୁର ମହାବଳୀପୁରମଠାରେ ଭାରତ ପ୍ରତିରକ୍ଷା ପ୍ରଦର୍ଶନୀ – 2018ର ଶୁଭାରମ୍ଭ ସମାରୋହକୁ ସମ୍ବୋଧିତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 12, 2018ରେ ତାମିଲନାଡ଼ୁର ମହାବଳୀପୁରମଠାରେ ଭାରତ ପ୍ରତିରକ୍ଷା ପ୍ରଦର୍ଶନୀ – 2018ର ଶୁଭାରମ୍ଭ ସମାରୋହକୁ ସମ୍ବୋଧିତ କରୁଛନ୍ତି ।
ତାମିଲନାଡ଼ୁର ମହାବଳୀପୁରମଠାରେ ଏପ୍ରିଲ 12, 2018ରେ ଭାରତ ପ୍ରତିରକ୍ଷା ପ୍ରଦର୍ଶନୀ – 2018ର ଶୁଭାରମ୍ଭ ସମାରୋହ ଅବସରରେ ତିନି ସଶସ୍ତ୍ର ବଳର ସରଞ୍ଜାମ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ତାମିଲନାଡ଼ୁର ମହାବଳୀପୁରମଠାରେ ଏପ୍ରିଲ 12, 2018ରେ ଭାରତ ପ୍ରତିରକ୍ଷା ପ୍ରଦର୍ଶନୀ – 2018ର ଶୁଭାରମ୍ଭ ସମାରୋହ ଅବସରରେ ତିନି ସଶସ୍ତ୍ର ବଳର ସରଞ୍ଜାମ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ତାମିଲନାଡ଼ୁର ମହାବଳୀପୁରମଠାରେ ଏପ୍ରିଲ 12, 2018ରେ ଭାରତ ପ୍ରତିରକ୍ଷା ପ୍ରଦର୍ଶନୀ – 2018ର ଶୁଭାରମ୍ଭ ସମାରୋହ ଅବସରରେ ବିଭିନ୍ନ ମଣ୍ଡପ ପରିଦର୍ଶନ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ତାମିଲନାଡୁରେ ଏପ୍ରିଲ 12, 2018ରେ ଚେନ୍ନାଇର ଆଦିଆରସ୍ଥିତ କର୍କଟ ସଂସ୍ଥାନଠାରେ ରୋଗୀ ଯତ୍ନ ସୁବିଧାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ସେଠାକାର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପାଲାନିସ୍ଵାମୀ ଏବଂ କେନ୍ଦ୍ର ଅର୍ଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି. ରାଧାକୃଷ୍ଣନ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 12, 2018ରେ ଚେନ୍ନାଇର ଆଦିଆରସ୍ଥିତ କର୍କଟ ସଂସ୍ଥାନଠାରେ ରୋଗୀ ଯତ୍ନ ସୁବିଧାର ଶୁଭାରମ୍ଭ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 12, 2018ରେ ଚେନ୍ନାଇର ଆଦିଆରସ୍ଥିତ କର୍କଟ ସଂସ୍ଥାନଠାରେ ରୋଗୀ ଯତ୍ନ ସୁବିଧାର ଶୁଭାରମ୍ଭ କରୁଛନ୍ତି । ନିକଟରେ ଉପସ୍ଥିତ ଅଛନ୍ତି ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପାଲାନିସ୍ଵାମୀ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 12, 2018ରେ ଚେନ୍ନାଇର ଆଦିଆରସ୍ଥିତ କ୍ୟାନସର ସଂସ୍ଥାନଠାରେ ରୋଗୀ ଯତ୍ନ ସୁବିଧାର ଶୁଭାରମ୍ଭ ସମାରୋହକୁ ସମ୍ବୋଧିତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 12, 2018ରେ ଚେନ୍ନାଇରୁ ପ୍ରସ୍ଥାନ କରିବା ସମୟରେ ତାମିଲନାଡୁ ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ତାଙ୍କୁ ବିଦାୟ ଜଣାଉଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 12, 2018ରେ ଚେନ୍ନାଇରୁ ପ୍ରସ୍ଥାନ କରିବା ସମୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପ୍ପାଦୀ କେ. ପାଲାନିସ୍ଵାମୀ ତାଙ୍କୁ ବିଦାୟ ଜଣାଉଛନ୍ତି ।