ମୁଖ୍ୟ ବିଷୟକୁ ଯାଆନ୍ତୁ
A
-
A
A
+
A
A
Search
Search
ଭାଷା
Choose a language
English
Hindi
Assamese
Bengali
Gujarati
Kannada
Malayalam
Manipuri
Marathi
Odia
Punjabi
Tamil
Telugu
Urdu
ମେନୁ
ମୁଖପୃଷ୍ଠା (ହୋମ)
ଖବର
ସଦ୍ୟତମ ଖବର
ମିଡିଆ କଭରେଜ
ମନ୍ କି ବାତ୍
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ସ୍ଵଚ୍ଛତାର ସନ୍ଧାନରେ
ସୂଚନା ଅଧିକାର (ଆରଟିଆଇ)
ଅଧିକାରୀମାନଙ୍କ ତାଲିକା (ପିଏମଓ)
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠି
ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି
ଜାତୀୟ ପ୍ରତିରକ୍ଷା ପାଣ୍ଠି
PM CARES Fund
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଆନ୍ତର୍ଜାତିକ ଗସ୍ତ
ଘରୋଇ ଗସ୍ତ
ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତୁ
ପୂର୍ବତନ ପ୍ରଧାନମନ୍ତ୍ରୀ ବୃନ୍ଦ
ଶାସନର ରୂପରେଖ
ଏକ ବର୍ଷ
ଦୁଇ ବର୍ଷ
ତିନି ବର୍ଷ
ଚାରି ବର୍ଷ
ଗଣମାଧ୍ୟମ ଲାଇବ୍ରେରୀ
ଫଟୋ ଗ୍ୟାଲେରୀ
ପ୍ରତ୍ୟକ୍ଷ/ଭିଡିଓ ଦେଖନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ)
ସୂଚନାନକ୍ସା & ଉଦ୍ଧୃତାଂଶ
ଷ୍ଟଲୱାର୍ଟ
ଅଭିଲେଖାଗାର
ସଦ୍ୟତମ ସାମାଜିକ ଗଣମାଧ୍ୟମ ଖବର
ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ
ରିପୋର୍ଟ୍ସ
ଇ-ପୁସ୍ତକ
କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ
ଡାଉନଲୋଡ଼୍ ପିଏମଓ ମୋବାଇଲ ଆପ
ମେନୁ ବନ୍ଦ କରନ୍ତୁ
ମୁଖପୃଷ୍ଠା (ହୋମ)
ପିଏମଇଣ୍ଡିଆ
ଇସ୍ରାଏଲରେ ପ୍ରଧାନମନ୍ତ୍ରୀ (ଜୁଲାଇ 04, 2017)
The Prime Minister, Shri Narendra Modi arrives at Ben Gurion Airport, in Tel Aviv, Israel on July 04, 2017.
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 04, 2017ରେ ଇସ୍ରାଏଲର ତେଲ ଆଭିଭସ୍ଥିତ ବେନ ଗୁରିଅନ ବିମାନ ବନ୍ଦରଠାରେ ପହଞ୍ଚିବା କ୍ଷଣି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ତାଙ୍କୁ ସ୍ଵାଗତ କରୁଛନ୍ତି ।

ଇସ୍ରାଏଲର ତେଲ ଆଭିଭସ୍ଥିତ ବେନ ଗୁରିଅନ ବିମାନ ବନ୍ଦରଠାରେ ଜୁଲାଇ 04, 2017ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 04, 2017ରେ ଇସ୍ରାଏଲର ତେଲ ଆଭିଭଠାରେ ପହଞ୍ଚିବା ପରେ ପ୍ରେସ ବିବୃତି ପ୍ରଦାନ କରୁଛନ୍ତି । ନିକଟରେ ଅଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 04, 2017ରେ ଇସ୍ରାଏଲର ତେଲ ଆଭିଭଠାରେ ପହଞ୍ଚିବା ପରେ ପ୍ରେସ ବିବୃତି ପ୍ରଦାନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 04, 2017ରେ ଇସ୍ରାଏଲର ତେଲ ଆଭିଭଠାରେ ପହଞ୍ଚିବା ପରେ ପ୍ରେସ ବିବୃତି ପ୍ରଦାନ କରୁଛନ୍ତି । ନିକଟରେ ଅଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ।
ତେଲ ଆଭିଭଠାରେ ଜୁଲାଇ 04, 2017ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ଡାନଜାଇଜର ଫୁଲ ବଗିଚା ବୁଲି ଦେଖୁଛନ୍ତି । ବିବିଧ ଉଦ୍ଭିଦ ସମ୍ପଦର ବିକାଶ ଓ ଗବେଷଣା କାର୍ଯ୍ୟରେ ନିୟୋଜିତ ପ୍ରମୁଖ ସଂସ୍ଥା ହେଉଛି ଡାନଜାଇଜର ।

ତେଲ ଆଭିଭଠାରେ ଜୁଲାଇ 04, 2017ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ଡାନଜାଇଜର ଫୁଲ ବଗିଚା ବୁଲି ଦେଖୁଛନ୍ତି । ଡାନଜାଇଜର ହେଉଛି ବିବିଧ ଉଦ୍ଭିଦ ସମ୍ପଦର ବିକାଶ ଓ ଗବେଷଣା କାର୍ଯ୍ୟରେ ନିୟୋଜିତ ଏକ ପ୍ରମୁଖ ସଂସ୍ଥା ।

ତେଲ ଆଭିଭସ୍ଥିତ ଡାନଜାଇଜର ଫୁଲ ବଗିଚାରେ ଜୁଲାଇ 04, 2017ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ । ଡାନଜାଇଜର ହେଉଛି ବିବିଧ ଉଦ୍ଭିଦ ସମ୍ପଦର ବିକାଶ ଓ ଗବେଷଣା କାର୍ଯ୍ୟରେ ନିୟୋଜିତ ଏକ ପ୍ରମୁଖ ସଂସ୍ଥା ।
ଜୁଲାଇ 04, 2017ରେ ତେଲ ଆଭିଭସ୍ଥିତ ଡାନଜାଇଜର ଫୁଲ ବଗିଚାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ । ଡାନଜାଇଜର ହେଉଛି ବିବିଧ ଉଦ୍ଭିଦ ସମ୍ପଦର ବିକାଶ ଓ ଗବେଷଣା କାର୍ଯ୍ୟରେ ନିୟୋଜିତ ଏକ ପ୍ରମୁଖ ସଂସ୍ଥା ।
ତେଲ ଆଭିଭସ୍ଥିତ ଡାନଜାଇଜର ଫୁଲ ବଗିଚାରେ ଜୁଲାଇ 04, 2017ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ । ଡାନଜାଇଜର ହେଉଛି ବିବିଧ ଉଦ୍ଭିଦ ସମ୍ପଦର ବିକାଶ ଓ ଗବେଷଣା କାର୍ଯ୍ୟରେ ନିୟୋଜିତ ଏକ ପ୍ରମୁଖ ସଂସ୍ଥା ।
ଗଣସଂହାରରେ ବଳିପଡିଥିବା ଲୋକଙ୍କ ସ୍ମୃତି ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେରୁଜେଲମର ୟାଡ ଭାଶେମ ହୋଲୋକାଷ୍ଟ ସ୍ମାରକୀରେ ଜୁଲାଇ 04, 2017ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ଗଣସଂହାରରେ ବଳିପଡିଥିବା ଲୋକଙ୍କ ସ୍ମୃତି ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେରୁଜେଲମର ୟାଡ ଭାଶେମ ହୋଲୋକାଷ୍ଟ ସ୍ମାରକୀରେ ଜୁଲାଇ 04, 2017ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ନିକଟରେ ଅଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ 04, 2017ରେ ଇସ୍ରାଏଲର ଜେରୁଜେଲମସ୍ଥିତ ୟାଡ ଭାଶେମ ହୋଲୋକାଷ୍ଟ ସ୍ମାରକୀ ପରିଦର୍ଶନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 04, 2017ରେ ଇସ୍ରାଏଲର ଜେରୁଜେଲମସ୍ଥିତ ୟାଡ ଭାଶେମ ହୋଲୋକାଷ୍ଟ ସ୍ମାରକୀରେ ପରିଦର୍ଶକ ପୁସ୍ତିକାରେ ଲେଖୁଛନ୍ତି । ନିକଟରେ ଅଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ 04, 2017ରେ ଇସ୍ରାଏଲର ଜେରୁଜେଲମସ୍ଥିତ ୟାଡ ଭାଶେମ ହୋଲୋକାଷ୍ଟ ସ୍ମାରକୀ ପରିଦର୍ଶନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ 04, 2017ରେ ଇସ୍ରାଏଲର ଜେରୁଜେଲମସ୍ଥିତ ୟାଡ ଭାଶେମ ହୋଲୋକାଷ୍ଟ ସ୍ମାରକୀ ପରିଦର୍ଶନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ 04, 2017ରେ ଇସ୍ରାଏଲର ଜେରୁଜେଲମସ୍ଥିତ ୟାଡ ଭାଶେମ ହୋଲୋକାଷ୍ଟ ସ୍ମାରକୀ ପରିଦର୍ଶନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ 04, 2017ରେ ଇସ୍ରାଏଲର ଜେରୁଜେଲମସ୍ଥିତ ୟାଡ ଭାଶେମ ହୋଲୋକାଷ୍ଟ ସ୍ମାରକୀ ପରିଦର୍ଶନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ 04, 2017ରେ ଇସ୍ରାଏଲର ଜେରୁଜେଲମସ୍ଥିତ ୟାଡ ଭାଶେମ ହୋଲୋକାଷ୍ଟ ସ୍ମାରକୀ ପରିଦର୍ଶନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 04, 2017ରେ ଇସ୍ରାଏଲର ଜେରୁଜେଲମସ୍ଥିତ ବେଞ୍ଜାମିନ ଜି’ଭ (ଥିଓଡର) ହର୍ଜେଲଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ନିକଟରେ ଅଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ 04, 2017ରେ ଜେରୁଜେଲମସ୍ଥିତ ବେଞ୍ଜାମିନ ଜି’ଭ (ଥିଓଡର) ହର୍ଜେଲଙ୍କ ସମାଧିସ୍ଥଳ ବୁଲି ଦେଖୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 04, 2017ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବେଇଟ ଆଘିୟନରେ ପହଞ୍ଚିବା କ୍ଷଣି ତାଙ୍କୁ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ସ୍ଵାଗତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 04, 2017ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବେଇଟ ଆଘିୟନରେ ମିଳିତ ପ୍ରେସ ବିବୃତି ଅବସରରେ ନିଜ ବକ୍ତବ୍ୟ ପ୍ରଦାନ କରୁଛନ୍ତି । ନିକଟରେ ଅଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ।

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବେଇଟ ଆଘିୟନରେ ଜୁଲାଇ 04, 2017ରେ ମିଳିତ ପ୍ରେସ ବିବୃତି ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ଜେରୁଜେଲମଠାରେ ଜୁଲାଇ 04, 2017 ରେ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କୁ କେରଳର ଏକ ଦୁର୍ଲ୍ଲଭ ପ୍ରାଚୀନ ତାମ୍ର ଫଳକ (ଦ୍ଵିତୀୟ ସେଟ) ଉପହାର ଦେଉଛନ୍ତି । ଏହି ତାମ୍ର ଫଳକକୁ ଭାରତ ସହିତ ଇହୁଦୀମାନଙ୍କ ବହୁ କାଳରୁ ରହିଥିବା ବାଣିଜ୍ୟିକ ସମ୍ପର୍କର ଏକ ପ୍ରାଚୀନ ଦସ୍ତାବିଜ ରୂପେ ବିଶ୍ଵାସ କରାଯାଏ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ଜେରୁଜେଲମଠାରେ ଜୁଲାଇ 04, 2017 ରେ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କୁ କାଠ ପେଢୀରେ ସୁରକ୍ଷିତ ଶହେ ବର୍ଷରୁ ଅଧିକ କାଳର ଏକ ରୌପ୍ୟ ଆବୃତ ହସ୍ତଲେଖା ତୋରା ସ୍କ୍ରୋଲ ଉପହାର ଦେଉଛନ୍ତି । ତା’ସହ ଧାତୁନିର୍ମିତ ଓ ସ୍ଵର୍ଣ୍ଣ ଆଚ୍ଛାଦିତ ଏକ ଆଳଙ୍କାରିକ ମୁକୁଟ ମଧ୍ୟ ରହିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ଜେରୁଜେଲମଠାରେ ଜୁଲାଇ 04, 2017 ରେ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କୁ କେରଳର ଏକ ଦୁର୍ଲ୍ଲଭ ପ୍ରାଚୀନ ତାମ୍ର ଫଳକ ସେଟ ଉପହାର ଦେଉଛନ୍ତି । କେରଳର ତତ୍କାଳୀନ ହିନ୍ଦୁ ରାଜା ଚେରାମନ ପେରୁମାଲ (ଭାସ୍କର ରବି ବର୍ମା ଭାବେ ପରିଚିତ)ଙ୍କ ଦ୍ଵାରା ଉତ୍ତରାଧିକାର ସୂତ୍ରରେ ଇହୁଦୀ ନେତା ଜୋସେପ ରାବ୍ବାନଙ୍କୁ ରାଜକୀୟ ବିଶେଷାଧିକାର ଓ ସ୍ଵତନ୍ତ୍ର କ୍ଷମତା ପ୍ରଦାନର ସନନ୍ଦ ଭାବେ ଏହି ଫଳକକୁ ବିବେଚନା କରାଯାଇଥାଏ ।