ଶ୍ରୀ ନରେନ୍ଦ୍ର ମୋଦୀ | ପ୍ରଧାନମନ୍ତ୍ରୀ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ; ଆଣବିକ ଶକ୍ତି ବିଭାଗ; ମହାକାଶ ବିଭାଗ; ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ; ଏବଂ ଅନ୍ୟ ସମସ୍ତ ବିଭାଗ ଯାହା କୌଣସି ମନ୍ତ୍ରୀଙ୍କୁ ଦିଆଯାଇନାହିଁ। |
|
କ୍ୟାବିନେଟ ମନ୍ତ୍ରୀ |
||
1 | ଶ୍ରୀ ରାଜନାଥ ସିଂ [ 626KB ] | ପ୍ରତିରକ୍ଷା ମନ୍ତ୍ରୀ |
2 | ଶ୍ରୀ ଅମିତ ଶାହ [ 726KB ] | ସ୍ୱରାଷ୍ଟ୍ର ମନ୍ତ୍ରୀ; ଏବଂ ସମବାୟ ମନ୍ତ୍ରୀ |
3 | ଶ୍ରୀ ନୀତିନ ଜୟରାମ ଗଡକରୀ [ 3407KB ] | ସଡ଼କ ପରିବହନ ଓ ରାଜପଥ |
4 | ଶ୍ରୀ ଜଗତ ପ୍ରକାଶ ନଡ୍ଡା [ 2050KB ] | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ; ଏବଂ ରସାୟନ ଓ ସାର ମନ୍ତ୍ରୀ |
5 | ଶ୍ରୀ ଶିବରାଜ ସିଂ ଚୌହାନ [ 501KB ] | କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ; ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ |
6 | ଶ୍ରୀମତୀ ନିର୍ମଳା ସୀତାରମଣ [ 2029KB ] | ଅର୍ଥମନ୍ତ୍ରୀ; ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ |
7 | ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର [ 1417KB ] | ବୈଦେଶିକ ବ୍ୟାପାର ମନ୍ତ୍ରୀ |
8 | ଶ୍ରୀ ମନୋହର ଲାଲ [ 1578KB ] | ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ; ଏବଂ ଶକ୍ତି ମନ୍ତ୍ରୀ |
9 | ଶ୍ରୀ ଏଚ୍ ଡି କୁମାରସ୍ୱାମୀ [ 2420KB ] | ଭାରୀ ଉଦ୍ୟୋଗ ମନ୍ତ୍ରୀ; ଏବଂ ଇସ୍ପାତ ମନ୍ତ୍ରୀ |
10 | ଶ୍ରୀ ପୀୟୂଷ ଗୋୟଲ [ 723KB ] | ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ |
11 | ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ [ 4075KB ] | ଶିକ୍ଷା ମନ୍ତ୍ରୀ |
12 | ଶ୍ରୀ ଜିତନ ରାମ ମାଞ୍ଝି [ 2045KB ] | ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ |
13 | ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ [ 1160KB ] | ପଞ୍ଚାୟତିରାଜ ମନ୍ତ୍ରୀ; ଏବଂ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ |
14 | ଶ୍ରୀ ସର୍ବାନନ୍ଦ ସୋନୱାଲ [ 1851KB ] | ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ |
15 | ଡ. ବୀରେନ୍ଦ୍ର କୁମାର [ 1060KB ] | ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ |
16 | ଶ୍ରୀ କିଞ୍ଜରପୁ ରାମମୋହନ ନାଇଡୁ [ 2240KB ] | ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ |
17 | ଶ୍ରୀ ପ୍ରହ୍ଲାଦ ଯୋଶୀ [ 1515KB ] | ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ; ଏବଂ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ |
18 | ଶ୍ରୀ ଜୁଏଲ ଓରାମ [ 2500KB ] | ଆଦିବାସୀ ବ୍ୟାପାର ମନ୍ତ୍ରୀ |
19 | ଶ୍ରୀ ଗିରିରାଜ ସିଂ [ 712KB ] | ବୟନ ଶିଳ୍ପ ମନ୍ତ୍ରୀ |
20 | ଶ୍ରୀ ଅଶ୍ୱିନୀ ବୈଷ୍ଣବ [ 311KB ] | ରେଳ ମନ୍ତ୍ରୀ; ସୂଚନା ଓ ପ୍ରସାରଣ ମନ୍ତ୍ରୀ; ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ |
21 | ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ [ 2009KB ] | ସଂଚାର ମନ୍ତ୍ରୀ; ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ |
22 | ଶ୍ରୀ ଭୁପେନ୍ଦ୍ର ଯାଦବ [ 682KB ] | ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ |
23 | ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ [ 1665KB ] | ସଂସ୍କୃତି ମନ୍ତ୍ରୀ;ଏବଂ ପର୍ଯ୍ୟଟନ ମନ୍ତ୍ରୀ |
24 | ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ [ 2284KB ] | ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ |
25 | ଶ୍ରୀ କିରଣ ରିଜିଜୁ [ 1486KB ] | ସଂସଦୀୟ ବ୍ୟାପାର ମନ୍ତ୍ରୀ; ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ |
26 | ଶ୍ରୀ ହରଦୀପ ସିଂ ପୁରୀ [ 872KB ] | ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ |
27 | ଡ. ମନସୁଖ ମାଣ୍ଡଭୀୟ [ 2492KB ] | ଶ୍ରମ ଓ ନିୟୋଜନ ମନ୍ତ୍ରୀ; ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ |
28 | ଶ୍ରୀ ଜି. କିଶନ ରେଡ୍ଡୀ [ 1427KB ] | କୋଇଲା ମନ୍ତ୍ରୀ;ଏବଂ ଖଣି ମନ୍ତ୍ରୀ |
29 | ଶ୍ରୀ ଚିରାଗ ପାଶୱାନ [ 323KB ] | ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ |
30 | ଶ୍ରୀ ସି ଆର ପାଟିଲ [ 3588KB ] | ଜଳଶକ୍ତି ମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
||
1 | ରାଓ ଇନ୍ଦ୍ରଜିତ୍ ସିଂହ [ 2372KB ] | ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଯୋଜନା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ ସଂସ୍କୃତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
2 | ଡକ୍ଟର ଜିତେନ୍ଦ୍ର ସିଂ [ 1360KB ] | ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଭୂବିଜ୍ଞାନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ; କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଆଣବିକ ଶକ୍ତି ବିଭାଗରେ ରାଷ୍ଟ୍ରମନ୍ତ୍ରୀ; ଏବଂ ମହାକାଶ ବିଭାଗରେ ରାଷ୍ଟ୍ରମନ୍ତ୍ରୀ |
3 | ଶ୍ରୀ ଅର୍ଜୁନ ରାମ ମେଘୱାଲ [ 1036KB ] | ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ);ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
4 | ଶ୍ରୀ ଯାଦବ ପ୍ରତାପରାଓ ଗଣପତରାଓ [ 2206KB ] | ଆୟୁଷ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
5 | ଶ୍ରୀ ଜୟନ୍ତ ଚୌଧୁରୀ [ 4174KB ] | ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ ଶିକ୍ଷା ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ |
||
1 | ଶ୍ରୀ ଜିତିନ ପ୍ରସାଦ [ 1685KB ] | ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
2 | ଶ୍ରୀ ଶ୍ରୀପଦ ୟେସୋ ନାଏକ [ 2647KB ] | ଶକ୍ତି ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ |
3 | ଶ୍ରୀ ପଙ୍କଜ ଚୌଧୁରୀ [ 2117KB ] | ଅର୍ଥ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ |
4 | ଶ୍ରୀ କୃଷ୍ଣ ପାଲ [ 1949KB ] | ସମବାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
5 | ଶ୍ରୀ ରାମଦାସ ଆଠୱାଲେ [ 1784KB ] | ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
6 | ଶ୍ରୀ ରାମନାଥ ଠାକୁର [ 2779KB ] | କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
7 | ଶ୍ରୀ ନିତ୍ୟାନନ୍ଦ ରାୟ [ 3309KB ] | ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
8 | ଶ୍ରୀମତୀ ଅନୁପ୍ରିୟା ପଟେଲ [ 2614KB ] | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ରସାୟନ ଓ ସାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
9 | ଶ୍ରୀ ଭି ସୋମନ୍ନା [ 1678KB ] | ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ରେଳ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ |
10 | ଡା. ଚନ୍ଦ୍ରଶେଖର ପେମ୍ମସାନି [ 950KB ] | ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
11 | ପ୍ରଫେସର ଏସ୍ ପି ସିଂହ ବାଘେଲ [ 3588KB ] | ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
12 | ସୁଶ୍ରୀ ଶୋଭା କରନ୍ଦଲାଜେ [ 342KB ] | ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
13 | ଶ୍ରୀ କୀର୍ତ୍ତିବର୍ଦ୍ଧନ ସିଂ [ 2966KB ] | ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
14 | ଶ୍ରୀ ବି.ଏଲ୍ ବର୍ମା [ 2176KB ] | ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
15 | ଶ୍ରୀ ଶାନ୍ତନୁ ଠାକୁର [ 1334KB ] | ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
16 | ଶ୍ରୀ ସୁରେଶ ଗୋପୀ [ 1450KB ] | ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
17 | ଡ. ଏଲ୍ ମୁରୁଗାନ୍ [ 1955KB ] | ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
18 | Sଶ୍ରୀ ଅଜୟ ଟାମଟା [ 777KB ] | ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
19 | ଶ୍ରୀ ବାନ୍ଦୀ ସଞ୍ଜୟ କୁମାର [ 1466KB ] | ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
20 | ଶ୍ରୀ କମଲେଶ ପାସୱାନ [ 2893KB ] | ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
21 | ଶ୍ରୀ ଭଗୀରଥ ଚୌଧୁରୀ [ 826KB ] | କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
22 | ଶ୍ରୀ ସତୀଶ ଚନ୍ଦ୍ର ଦୁବେ [ 3011KB ] | କୋଇଲା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଖଣି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
23 | ଶ୍ରୀ ସଞ୍ଜୟ ସେଠ [ 1769KB ] | ପ୍ରତିରକ୍ଷା ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ |
24 | ଶ୍ରୀ ରବନୀତ ସିଂ [ 585KB ] | ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ରେଳ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ |
25 | ଶ୍ରୀ ଦୁର୍ଗାଦାସ ଉଇକେ [ 3540KB ] | ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
26 | ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ [ 1250KB ] | ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
27 | ସୁକାନ୍ତ ମଜୁମଦାର [ 1176KB ] | ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
28 | ଶ୍ରୀମତୀ ସାବିତ୍ରୀ ଠାକୁର [ 451KB ] | ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
29 | ଶ୍ରୀ ତୋଖନ ସାହୁ [ 413KB ] | ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
30 | ଶ୍ରୀ ରାଜ ଭୂଷଣ ଚୌଧୁରୀ [ 365KB ] | ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
31 | ଶ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା [ 1990KB ] | ଭାରୀ ଶିଳ୍ପ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ ଇସ୍ପାତ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ |
32 | ଶ୍ରୀ ହର୍ଷ ମାଲହୋତ୍ରା [ 196KB ] | କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
33 | ଶ୍ରୀମତୀ ନିରୁବେନ ଜୟନ୍ତୀ ଭାଇ ବମଭଣିଆ [ 379KB ] | ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
34 | ଶ୍ରୀ ମୁରଲୀଧର ମୋହୋଲ [ 5990KB ] | ସମବାୟ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
35 | ଶ୍ରୀ ଜର୍ଜ କୁରିଏନ୍ [ 1045KB ] | ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
36 | ଶ୍ରୀ ପବିତ୍ର ମାର୍ଗେରିଟା [ 1184KB ] | ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ବୟନ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ |
ଶ୍ରୀ ନରେନ୍ଦ୍ର ମୋଦୀ |
---|
(21.10.2024 ରେ ପୃଷ୍ଠା ଶେଷଥର ପାଇଁ ଅପଡେଟ କରାଯାଇଛି)