ଶ୍ରୀ ନରେନ୍ଦ୍ର ମୋଦୀ [ 902KB ] | ପ୍ରଧାନମନ୍ତ୍ରୀ ଏବଂ କାର୍ମିକ ଓ ସାଧାରଣ ଅଭିଯୋଗ ଏବଂ ପେନସନ; ଆଣବିକ ଶକ୍ତି ବିଭାଗ; ମହାକାଶ ବିଭାଗ; ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରସଙ୍ଗ; ଏବଂ ଅନ୍ୟ କୌଣସି ମନ୍ତ୍ରୀମାନଙ୍କୁ ଦିଆଯାଇନଥିବା ଅନ୍ୟ ସମସ୍ତ ବିଭାଗର ଦାୟିତ୍ୱ |
|
କ୍ୟାବିନେଟ ମନ୍ତ୍ରୀ |
||
1 | ଶ୍ରୀ ରାଜନାଥ ସିଂହ [ 30KB ] | ପ୍ରତିରକ୍ଷା ମନ୍ତ୍ରୀ |
2 | ଶ୍ରୀ ଅମିତ ଶାହ [ 37KB ] | ସ୍ୱରାଷ୍ଟ୍ର ବ୍ୟାପାର ; ଏବଂ ସମବାୟ ମନ୍ତ୍ରୀ |
3 | ଶ୍ରୀ ନୀତିନ ଜୟରାମ ଗଡ଼କରୀ [ 5212KB ] | ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ |
4 | ଶ୍ରୀମତୀ ନିର୍ମଳା ସୀତାରମଣ [ 1797KB ] | ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ |
5 | ଶ୍ରୀ ନରେନ୍ଦ୍ର ସିଂ ତୋମର [ 317KB ] | କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ |
6 | ଡ଼ ସୁବ୍ରମଣ୍ୟମ ଜୟଶଙ୍କର [ 505KB ] | ବୈଦେଶିକ ବ୍ୟାପାର ମନ୍ତ୍ରୀ |
7 | ଶ୍ରୀ ଅର୍ଜୁନ ମୁଣ୍ଡା [ 89KB ] | ଆଦିବାସୀ ବ୍ୟାପାର ମନ୍ତ୍ରୀ |
8 | ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ [ 69KB ] | ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ |
9 | ଶ୍ରୀ ପୀୟୂଷ ଗୋଏଲ [ 26KB ] | ବାଣିଜ୍ୟ ଏବଂ ଶିଳ୍ପ; ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ; ଏବଂ ବୟନ ଶିଳ୍ପ ମନ୍ତ୍ରୀ |
10 | ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ [ 4946KB ] | ଶିକ୍ଷା; ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ |
11 | ଶ୍ରୀ ପ୍ରହ୍ଲାଦ ଯୋଶୀ [ 103KB ] | ସଂସଦୀୟ ବ୍ୟାପାର; କୋଇଲା; ଏବଂ ଖଣି ମନ୍ତ୍ରୀ |
12 | ଶ୍ରୀ ନାରାୟଣ ଟାଟୁ ରାଣେ [ 256KB ] | ଲଘୁ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ |
13 | ଶ୍ରୀ ସରବାନନ୍ଦ ସୋନୋୱାଲ [ 470KB ] | ବନ୍ଦର, ପରିବହନ ଏବଂ ଜଳପଥ ;ଏବଂ ଆୟୁଷ ମନ୍ତ୍ରୀ |
14 | ଡ଼ ବିରେନ୍ଦ୍ର କୁମାର [ 88KB ] | ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ |
15 | ଶ୍ରୀ ଗିରିରାଜ ସିଂ [ 37KB ] | ଗ୍ରାମ୍ୟ ଉନ୍ନୟନ ; ଏବଂ ପଞ୍ଚାୟତ ରାଜ ମନ୍ତ୍ରୀ |
16 | ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍.ସିନ୍ଧିଆ [ 54KB ] | ବେସାମରିକ ବିମାନ ଚଳାଚଳ ; ଏବଂ ଇସ୍ପାତ ମନ୍ତ୍ରୀ |
17 | ଶ୍ରୀ ଅଶ୍ୱିନୀ ବୈଷ୍ଣବ [ 19KB ] | ରେଳ; ଯୋଗାଯୋଗ ; ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ |
18 | ଶ୍ରୀ ପଶୁ ପତି କୁମାର ପାରସ [ 61KB ] | ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ |
19 | ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ [ 65KB ] | ଜଳ ଶକ୍ତି ମନ୍ତ୍ରୀ |
20 | ଶ୍ରୀ କିରେନ ରିଜିଜୁ [ 798KB ] | ଭୂବିଜ୍ଞାନ ମନ୍ତ୍ରୀ |
21 | ଶ୍ରୀ ରାଜ କୁମାର ସିଂ [ 125KB ] | ଶକ୍ତି ; ଏବଂ ନବୀନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ |
22 | ଶ୍ରୀ ହରଦୀପ ସିଂ ପୁରୀ [ 928KB ] | ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ; ଏବଂ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ |
23 | ଶ୍ରୀ ମନସୁଖ ଏଲ. ମାଣ୍ଡଭୀୟ [ 137KB ] | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ; ଏବଂ ସାର ଓ ରସାୟନ ମନ୍ତ୍ରୀ |
24 | ଶ୍ରୀ ଭୁପେନ୍ଦର ଯାଦବ [ 23KB ] | ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ; ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରୀ |
25 | ମହେନ୍ଦ୍ର ନାଥ ପାଣ୍ଡେ [ 273KB ] | ଭାରୀ ଶିଳ୍ପ ମନ୍ତ୍ରୀ |
26 | ଶ୍ରୀ ପୁରୁଷୋତ୍ତମ ରୂପାଲା [ 5306KB ] | ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ମନ୍ତ୍ରୀ |
27 | ଶ୍ରୀ ଜି.କିଶନ ରେଡ୍ଡୀ [ 71KB ] | ସଂସ୍କୃତି ; ପର୍ଯ୍ୟଟନ ; ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ |
28 | ଶ୍ରୀ ଅନୁରାଗ ସିଂ ଠାକୁର [ 109KB ] | ସୂଚନା ଓ ପ୍ରସାରଣ ; ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
||
1 | ରାଓ ଇନ୍ଦରଜିତ ସିଂ [ 56KB ] | ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ (ସ୍ୱାଧୀନ ଦାୟିତ୍ୱ) ; ଯୋଜନା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
2 | ଡ଼ ଜିତେନ୍ଦ୍ର ସିଂ [ 59KB ] | ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (ସ୍ୱାଧୀନ ଦାୟିତ୍ୱ); ଭୂବିଜ୍ଞାନ (ସ୍ୱାଧୀନ ଦାୟିତ୍ୱ); ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ; କାର୍ମିକ ବ୍ୟାପାର, ସାଧାରଣ ଅଭିଯୋଗ ଏବଂ ପେନସନ ; ପରମାଣୁ ଶକ୍ତି ବିଭାଗରେ ; ଏବଂ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ |
3 | ଶ୍ରୀ ଅର୍ଜୁନ ରାମ ମେଘୱାଲ [ 38KB ] | ଆଇନ ଓ ନ୍ୟାୟ (ସ୍ୱାଧୀନ ଦାୟିତ୍ୱ) ସଂସଦୀୟ ବ୍ୟାପାର ; ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ |
ରାଷ୍ଟ୍ରମନ୍ତ୍ରୀ |
||
1 | ଶ୍ରୀପଦ ୟେସୋ ନାୟକ [ 72KB ] | ବନ୍ଦର, ପରିବହନ ଏବଂ ଜଳପଥ ; ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ |
2 | ଶ୍ରୀ ଫଗନ ସିଂ କୁଲସ୍ତେ [ 262KB ] | ଇସ୍ପାତ ; ଏବଂ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ |
3 | ଶ୍ରୀ ପ୍ରହ୍ଲାଦ ସିଂ ପଟେଲ [ 120KB ] | ଜଳ ଶକ୍ତି ; ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
4 | ଶ୍ରୀ ଅଶ୍ୱିନୀ କୁମାର ଚୌବେ [ 113KB ] | ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ; ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ |
5 | ଜେନେରାଲ (ସେବାନିବୃତ୍ତ) ଭି.କେ ସିଂ [ 29KB ] | ସଡ଼କ ପରିବହନ ଏବଂ ରାଜପଥ; ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ |
6 | ଶ୍ରୀ କ୍ରିଷନ ପାଲ [ 113KB ] | ଶକ୍ତି ; ଏବଂ ଭାରୀ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
7 | ଶ୍ରୀ ଦାନଭେ ରାଓସାହେବ ଦାଦାରାଓ [ 283KB ] | ରେଳ ; କୋଇଲା ; ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ |
8 | ଶ୍ରୀ ରାମଦାସ ଅଠାୱଲେ [ 99KB ] | ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
9 | ସାଧ୍ୱୀ ନିରଞ୍ଜନ ଜ୍ୟୋତି [ 131KB ] | ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ; ଏବଂ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ |
10 | ଡ଼ ସଞ୍ଜିବ କୁମାର ବାଲ୍ୟାନ୍ [ 44KB ] | ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ରାଷ୍ଟ୍ରମନ୍ତ୍ରୀ |
11 | ଶ୍ରୀ ନିତ୍ୟାନନ୍ଦ ରାୟ [ 89KB ] | ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
12 | ଶ୍ରୀ ପଙ୍କଜ ଚୌଧରୀ [ 59KB ] | ଅର୍ଥ ରାଷ୍ଟ୍ରମନ୍ତ୍ରୀ |
13 | ଶ୍ରୀମତୀ ଅନୁପ୍ରିୟା ସିଂ ପଟେଲ [ 109KB ] | ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ |
14 | ପ୍ରଫେସର ଏସ୍. ପି. ସିଂ ବାଘେଲ [ 99KB ] | ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ |
15 | ଶ୍ରୀ ରାଜୀବ ଚନ୍ଦ୍ରଶେଖର [ 98KB ] | ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ; ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ |
16 | ସୁଶ୍ରୀ ଶୋଭା କରନ୍ଦଲାଜେ [ 26KB ] | କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
17 | ଶ୍ରୀ ଭାନୁ ପ୍ରତାପ ସିଂ ବର୍ମା [ 40KB ] | ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ |
18 | ଶ୍ରୀମତୀ ଦର୍ଶନା ବିକ୍ରମ ଜାରଡୋଶ [ 151KB ] | ବୟନ ଶିଳ୍ପ ; ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ |
19 | ଶ୍ରୀ ଭି ମୁରଲୀଧରନ୍ [ 38KB ] | ବୈଦେଶିକ ବ୍ୟାପାର ; ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
20 | ଶ୍ରୀମତୀ ମୀନାକ୍ଷୀ ଲେଖୀ [ 34KB ] | ବୈଦେଶିକ ବ୍ୟାପାର ; ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ |
21 | ଶ୍ରୀ ସୋମ ପରକାଶ [ 151KB ] | ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ |
22 | ଶ୍ରୀମତୀ ରେଣୁକା ସିଂ ସାରୁତା [ 101KB ] | ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
23 | ଶ୍ରୀ ରମେଶ୍ୱର ତେଲି [ 93KB ] | ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ; ଏବଂ ଶ୍ରମ ଓ ରୋଜଗାର ରାଷ୍ଟ୍ରମନ୍ତ୍ରୀ |
24 | ଶ୍ରୀ କୈଳାଶ ଚୌଧରୀ [ 81KB ] | କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
25 | ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ [ 2124KB ] | ଶିକ୍ଷା ରାଷ୍ଟ୍ରମନ୍ତ୍ରୀ |
26 | ଶ୍ରୀ ଏ. ନାରାୟଣସ୍ୱାମୀ [ 124KB ] | ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
27 | ଶ୍ରୀ କୌଶଲ କିଶୋର [ 507KB ] | ଗୃହ ଓ ନଗର ରାଷ୍ଟ୍ରମନ୍ତ୍ରୀ |
28 | ଶ୍ରୀ ଅଜୟ ଭଟ୍ଟ [ 178KB ] | ପ୍ରତିରକ୍ଷା ; ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ |
29 | ଶ୍ରୀ ବି.ଏଲ.ବର୍ମା [ 73KB ] | ଉତ୍ତର ପୂର୍ବାଞ୍ଚଳ ବିକାଶ ; ଏବଂ ସମବାୟ ରାଷ୍ଟ୍ରମନ୍ତ୍ରୀ |
30 | ଶ୍ରୀ ଅଜୟ କୁମାର [ 71KB ] | ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
31 | ଶ୍ରୀ ଦେବୁସିହ୍ନ ଚୌହାନ [ 72KB ] | ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ |
32 | ଶ୍ରୀ ଭଗବନ୍ତ ଖୁବା [ 19KB ] | ନବୀନ ଏବଂ ଅକ୍ଷୟ ଶକ୍ତି ; ଏବଂ ରାସାୟନିକ ଏବଂ ସାର ରାଷ୍ଟ୍ରମନ୍ତ୍ରୀ |
33 | ଶ୍ରୀ କପିଲ ମୋରେଶ୍ୱର ପାଟିଲ [ 124KB ] | ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ |
34 | ସୁଶ୍ରୀ ପ୍ରତୀମା ଭୌମିକ [ 68KB ] | ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ |
35 | ଡ଼ ସୁଭାଷ ସରକାର [ 99KB ] | ଶିକ୍ଷା ରାଷ୍ଟ୍ରମନ୍ତ୍ରୀ |
36 | ଡ଼ ଭଗବତ କିଶନରାଓ କରଦ [ 165KB ] | ଅର୍ଥ ରାଷ୍ଟ୍ରମନ୍ତ୍ରୀ |
37 | ଡ଼ ରାଜକୁମାର ରଞ୍ଜନ ସିଂ [ 179KB ] | ବୈଦେଶିକ ବ୍ୟାପାର ; ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ |
38 | ଡ଼ ଭାରତୀ ପ୍ରବୀଣ ପାୱାର [ 116KB ] | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ |
39 | ଶ୍ରୀ ବିଶ୍ୱେଶ୍ୱର ଟୁଡୁ [ 81KB ] | ଆଦିବାସୀ ବ୍ୟାପାର ; ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ |
40 | ଶ୍ରୀ ଶାନ୍ତନୁ ଠାକୁର [ 66KB ] | ବନ୍ଦର, ପରିବହନ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ |
41 | ଡ଼ ମୁନ୍ଜାପରା ମହେନ୍ଦ୍ରଭାଇ [ 50KB ] | ମହିଳା ଓ ଶିଶୁ ବିକାଶ ; ଏବଂ ଆୟୁଷ ରାଷ୍ଟ୍ରମନ୍ତ୍ରୀ |
42 | ଶ୍ରୀ ଜୋନ୍ ବାର୍ଲା [ 130KB ] | ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
43 | ଡ଼ ଏଲ୍.ମୁରୁଗନ୍ [ 78KB ] | ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ; ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ |
44 | ଶ୍ରୀ ନିସିଥ ପ୍ରମାନିକ [ 118KB ] | ସ୍ୱରାଷ୍ଟ୍ର ବ୍ୟାପାର ; ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ |
ପ୍ରଧାନମନ୍ତ୍ରୀ |
---|
(26.09.2023 ରେ ପୃଷ୍ଠା ଶେଷଥର ପାଇଁ ଅପଡେଟ କରାଯାଇଛି)