ଶେରିଙ୍ଗ ତୋବଗେ, ଭୂଟାନ ପ୍ରଧାନମନ୍ତ୍ରୀ
( Feb 21, 2025 )
ଆପଣ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ) ଙ୍କ ନେତୃତ୍ୱ ପରିବର୍ତ୍ତନ ଏବଂ ଅଭୂତପୂର୍ବ ପ୍ରଗତିର ପ୍ରତୀକ ହୋଇଛି । ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଡିଜିଟାଲ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ସ୍ୱଚ୍ଛ ଭାରତ, ଜଳଶକ୍ତି ଅଭିଯାନ, ପିଏମ୍ ଆବାସ ଯୋଜନା, ଗତି ଶକ୍ତି, କିଷାନ ସମ୍ମାନ ନିଧି... ଏହା ହେଉଛି ଆପଣଙ୍କର କିଛି ପଦକ୍ଷେପ, ଦେଶକୁ ଉପହାର, ଯାହା 30 କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟର ଅଭିଶାପରୁ ରକ୍ଷା କରିଛି ଏବଂ ଭାରତର ଅର୍ଥନୀତିକୁ ନୂତନ ଉଚ୍ଚତାରେ ପହଞ୍ଚାଇଛି । ଆପଣଙ୍କ ନେତୃତ୍ୱରେ ଭାରତ ଏକ 'ବିକଶିତ ଭାରତ' ହେବା ଦିଗରେ ଅଗ୍ରସର ହେଉଛି। ଏବଂ ଏକ ବିକଶିତ ଭାରତ - ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ - ସାର୍ , ଆପଣଙ୍କ ଐତିହ୍ୟ ହେବ ।