ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋକ୍ଲିୟର ଇମ୍ପ୍ଲାଣ୍ଟ ଯୋଜନାକୁ ପ୍ରଶଂସା କରିଛନ୍ତି, ଯେଉଁଥିରେ ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଅପରେସନ ନିଃଶୁଳ୍କ କରାଯାଉଛି । ଏହି ଅପରେସନ ପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।
କେନ୍ଦ୍ର ଶକ୍ତି ଓ ଭାରୀ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୃଷ୍ଣ ପାଲ ଗୁର୍ଜରଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଖୁବ ଭଲ ସୂଚନା । ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଆମେ ସଦା ସମର୍ପିତ ।”
बहुत अच्छी जानकारी। बच्चों की स्वास्थ्य सुरक्षा के लिए हम सदैव समर्पित हैं। https://t.co/9X0iNoKOze
— Narendra Modi (@narendramodi) March 3, 2023
SR
बहुत अच्छी जानकारी। बच्चों की स्वास्थ्य सुरक्षा के लिए हम सदैव समर्पित हैं। https://t.co/9X0iNoKOze
— Narendra Modi (@narendramodi) March 3, 2023