ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ -୩୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଟ୍ୟାପ ପାଣି ପାଇଥିବା ପୂର୍ବ ଲଦାଖର ଡେମଜୋକ ନିକଟସ୍ଥ ଡୁଂଟି ଗ୍ରାମବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ।
ସାଂସଦ ଜମୟାଙ୍ଗ ସେରିଂ ନାମଗ୍ୟାଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଡୁଂଟି ଗ୍ରାମବାସୀଙ୍କୁ ଅଭିନନ୍ଦନ ! ‘ହର ଘର ଜଲ’ ସ୍ୱପ୍ନ ପୂରଣ କରିବାକୁ ଆମେ ଦୃଢ ପ୍ରତିବଦ୍ଧ ।”
SR
Congratulations to the people of Dungti! We are strongly committed to fulfilling the vision of providing Har Ghar Jal. https://t.co/FfAtNPrINY
— Narendra Modi (@narendramodi) February 11, 2023