ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସରକାରୀ ଗସ୍ତରେ ମସ୍କୋରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନୁକୋଭୋ-୨ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଶ୍ରୀ ଡେନିସ ମାନ୍ତୁରୋଭ ସ୍ୱାଗତ କରିବା ସହ ଅନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା ।
ତାଙ୍କ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ମିଳିତ ଭାବେ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ସହ-ଅଧ୍ୟକ୍ଷତା କରିବେ । ମସ୍କୋରେ ଥିବା ପ୍ରବାସୀ ଭାରତୀୟ ମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିବେ ।
SR
PM @narendramodi arrived to a ceremonial welcome in Moscow, Russia. He would be meeting President Putin and taking part in other programmes. pic.twitter.com/ulERkE36vS
— PMO India (@PMOIndia) July 8, 2024
Landed in Moscow. Looking forward to further deepening the Special and Privileged Strategic Partnership between our nations, especially in futuristic areas of cooperation. Stronger ties between our nations will greatly benefit our people. pic.twitter.com/oUE1aC00EN
— Narendra Modi (@narendramodi) July 8, 2024
Прибыл в Москву. Мы с нетерпением ждем дальнейшего углубления особого и привилегированного стратегического партнерства между нашими странами, особенно в футуристических областях сотрудничества. Укрепление связей между нашими странами принесет большую пользу нашим народам. pic.twitter.com/InfghTLYLU
— Narendra Modi (@narendramodi) July 8, 2024