ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୪ ଫାଇଡ୍ ମହିଳା ବିଶ୍ୱ ରାପିଡ୍ ଚାମ୍ପିଅନ୍ସିପ୍ ଜିତିବା ପାଇଁ ହମ୍ପି କୋନେରୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କର ଦୃଢ଼ତା ଏବଂ ପ୍ରତିଭାର ପ୍ରଶଂସା କରିଥିଲେ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି ।
ଅନ୍ତର୍ଜାତୀୟ ଚେସ୍ ମହାସଂଘ ହ୍ୟାଣ୍ଡେଲ୍ ଦ୍ୱାରା ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ସେ ଲେଖିଛନ୍ତି :
“୨୦୨୪ ଫାଇଡ୍ ମହିଳା ବିଶ୍ୱ ରାପିଡ୍ ଚାମ୍ପିଅନ୍ସିପ୍ ଜିତିଥିବାରୁ ହମ୍ପି କୋନେରୁଙ୍କୁ ଅଭିନନ୍ଦନ ! ତାଙ୍କର ଦୃଢ଼ତା ଏବଂ ପ୍ରତିଭା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି ।
ଏହି ବିଜୟ ଏକ ଐତିହାସିକ ବିଜୟ କାରଣ, ଏହା ହେଉଛି ତାଙ୍କର ଦ୍ୱିତୀୟ ବିଶ୍ୱ ରାପିଡ୍ ଚାମ୍ପିଅନ୍ସିପ୍ ଟାଇଟଲ୍, ଯାହା ଦ୍ୱାରା ସେ ଏହି ଅବିଶ୍ୱସନୀୟ ସଫଳତା ହାସଲ କରିବାରେ ଏକମାତ୍ର ଭାରତୀୟ ହୋଇପାରିଛନ୍ତି ।”
SR
Congratulations to @humpy_koneru on winning the 2024 FIDE Women’s World Rapid Championship! Her grit and brilliance continues to inspire millions.
— Narendra Modi (@narendramodi) December 29, 2024
This victory is even more historic because it is her second world rapid championship title, thereby making her the only Indian to… https://t.co/MVxUcZimCc pic.twitter.com/nndIak2OvI