Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୨୦୨୩ ଅଗଷ୍ଟରେ ୟୁପିଆଇ ଦେଣନେଣ ୧୦ ବିଲିୟନ ଅତିକ୍ରମ କରିଥିବାରୁ ପ୍ରଧାନମନ୍ତ୍ରୀ ଏହାର ପ୍ରଶଂସା କଲେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟରେ ୟୁପିଆଇ ଦେଣନେଣ ୧୦ ବିଲିୟନ ଅତିକ୍ରମ କରିଥିବାରୁ ଆଜି ଏଥିପାଇଁ ପ୍ରଶଂସା କରିଛନ୍ତି ।

ଏନପିସିଆଇର ଏକ ପୋଷ୍ଟରେ ନିଜ ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି;

‘‘ଏହା ଏକ ଚମକ୍ରାର ଖବର! ଏହା ଭାରତର ଜନତାଙ୍କ ଦ୍ୱାରା ଡିଜିଟାଲ ପ୍ରଗତିକୁ ଆପଣାଇବାର ପ୍ରମାଣ ଏବଂ ସେମାନଙ୍କ କୌଶଳ ପ୍ରତି ସମ୍ମାନ । ଆଗାମୀ ସମୟରେ ମଧ୍ୟ ଏହି ଧାରା ଜାରି ରହିବା ନେଇ ଆଶା ।’’

SR