ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହାରେ ଶୂନ ଶିକାର ଘଟଣା ରିପୋର୍ଟ ହେବା ପରେ ଆସାମର ଲୋକଙ୍କୁ ରାଜ୍ୟରେ ଗଣ୍ଡାର ସଂରକ୍ଷଣ ଦିଗରେ କରିଥିବା ଉଦ୍ୟମ ପାଇଁ ପ୍ରଶଂସା କରିଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଟୁଇଟ୍କୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଏହା ଏକ ବଡ଼ ଖବର! ଆସାମର ଲୋକମାନଙ୍କୁ ପ୍ରଶଂସା, ଯେଉଁମାନେ ରାସ୍ତା ଦେଖାଇଛନ୍ତି ଏବଂ ଗଣ୍ଡାର ସୁରକ୍ଷା ପ୍ରୟାସରେ ସେମାନେ ସକ୍ରିୟ ଅଛନ୍ତି ।”
This is great news! Compliments to the people of Assam, who have shown the way and been proactive in their efforts to protect the rhinos.
This is great news! Compliments to the people of Assam, who have shown the way and been proactive in their efforts to protect the rhinos.