Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୨୦ବର୍ଷରୁ କମ୍ ବିଶ୍ୱ ଚାମ୍ପିଅନସିପରେ ୧୬ ଟି ପଦକ ଜିତିଥିବାରୁ ଭାରତୀୟ କୁସ୍ତି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁ୨୦ ବିଶ୍ୱ ଚାମ୍ପିଅନସିପରେ ୧୬ ଟି ପଦକ (ପୁରୁଷ ଏବଂ ମହିଳା ଫ୍ରିଷ୍ଟାଇଲରେ ଟି କରି ଏବଂ ଗ୍ରୀକୋରୋମାନରେ ) ପଦକ ଜିତିଥିବାରୁ ଭାରତୀୟ କୁସ୍ତି ଦଳକୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଆମର କୁସ୍ତିଯୋଦ୍ଧାମାନେ ଆମକୁ ପୁଣି ଗର୍ବିତ କରନ୍ତି! ୟୁ୨୦ ବିଶ୍ୱ ଚାମ୍ପିଅନସିପରେ ୧୬ ଟି ପଦକ (ପୁରୁଷ ଏବଂ ମହିଳା ଫ୍ରିଷ୍ଟାଇଲରେ ୭ଟି କରି ଏବଂ ଗ୍ରୀକୋରୋମାନରେ ) ଜିତିଥିବାରୁ ଆମ ଦଳକୁ ଅଭିନନ୍ଦନ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭବିଷ୍ୟତରେ ଭାରତୀୟ କୁସ୍ତି ସୁରକ୍ଷିତ ହାତରେ ଥିବା ମଧ୍ୟ ଦର୍ଶାଉଛି!”

HS