ଶହେ କୋଟି ଟିକାକରଣର ମାଇଲଖୁଣ୍ଟ ଛୁଇଁବା ପରେ ଆଜି(ତା୨୨–୧୦–୨୦୨୧) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।
ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶହେ କୋଟି ଟିକାକରଣ ଉଦ୍ୟମକୁ ପ୍ରଶଂସା କରିବା ସହ ଏହାକୁ ଏକ ଅସାଧାରଣ ପଦକ୍ଷେପଭାବେ ବର୍ଣ୍ଣନା କରିଛନ୍ତି । ସେ ଏହି ସଫଳତାର ଶ୍ରେୟ ୧୩୦କୋଟି ଦେଶବାସୀଙ୍କୁ ଦେବା ସହ ଭାରତରେ ଏହି ସଫଳତା ପ୍ରତ୍ୟେକ ଦେଶବାସୀଙ୍କ ସଫଳତା ବୋଲି କହିଛନ୍ତି । ଶହେ କୋଟି ଟିକାକରଣ କେବଳ ଏକ ସଂଖ୍ୟା ନୁହେଁ ଏହା ଦେଶର ସଫଳତାର ପ୍ରତିଫଳନ ଓ ଇତିହାସରେ ଏକ ନୂତନ ଅଧ୍ୟାୟର ସୃଷ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ନବଭାରତର ଏକ ଛବି ଯାହା କଷ୍ଟକର ଲକ୍ଷ୍ୟ ସ୍ଥିର କଲେ ଓ ତାହାକୁ ହାସଲ କରିବା ମଧ୍ୟ ଜାଣେ ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଆଜି ଅନେକ ଲୋକ ଭାରତର ଟିକାକରଣ କାର୍ଯ୍ୟକ୍ରମକୁ ବିଶ୍ୱର ଅନ୍ୟାନ୍ୟ ଦେଶ ସହ ତୁଳନା କରୁଛନ୍ତି । ଯେଉଁ ଗତିରେ ଭାରତ ଶହେ କୋଟି (ଏକ ବିଲିୟନ) ଟିପିଛି ତାହା ମଧ୍ୟ ପ୍ରଶଂସିତ ହୋଇଛି । ଏହି ବିଶ୍ଳେଷଣରେ ଏହାର ଆରମ୍ଭ ନେଇ କୌଣସି ବିଷୟ ଆଲୋଚିତ ହୋଇନାହିଁ । ସେ କହିଛନ୍ତି ଯେ ଉନ୍ନତ ରାଷ୍ଟ୍ରମାନଙ୍କର ଟିକା ବିକଶିତ କରିବାରେ ଯୁଗବ୍ୟାପୀ ବିଶେଷଜ୍ଞତା ଓ ଗବେଷଣା ରହିଛି । ଭାରତ ବିଶେଷକରି ଏହି ସବୁ ଦେଶଗୁଡିକ ଉପରେ ଆଗରୁ ନିର୍ଭରଶୀଳ ଥିଲା । ଯେତେବେଳେ ଶତାବ୍ଦୀର ସବୁଠାରୁ ବଡ ବୈଶ୍ୱିକ ମହାମାରୀର ଆବିର୍ଭାବ ହେଲା ଏହାକୁ ଭାରତରେ ମୁକାବିଲା କରିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଲା । ସେଗୁଡିକ ମଧ୍ୟରେ ଥିଲା ଭାରତ ଅନ୍ୟ ଦେଶରୁ ଟିକା ମଗାଇବା ବାବଦ ଅର୍ଥ ପଇଠ କରିପାରିବ ତ? ଭାରତବାସୀ ଟିକା ନେବେ ତ? ମହାମାରୀକୁ ରୋକିବାରେ ଭାରତ ପର୍ଯ୍ୟାପ୍ତ ଟିକାକରଣ କରିପାରିବ ତ? ଶହେ କୋଟି ଟିକାକରଣ କରି ଭାରତ ଏହାର ଉତ୍ତର ଦେଲା ବୋଲି ସେ କହିଛନ୍ତି । ଭାରତ ଶହେ କୋଟି ଲୋକଙ୍କ ଟିକାକରଣ କରିବା ସହ ସମସ୍ତଙ୍କୁ ମାଗଣାରେ ଏହା ଦେଇପାରିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଓ ବିଶ୍ୱରେ ଏକ ଭେଷଜ ପେଣ୍ଠ ହୋଇପାରିଥିବା ଯେଉଁ ସୁନାମ ଅଛି ତାହା ଆହୁରି ଦୃଢ ହୋଇଛି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ବୈଶ୍ୱିକ ମହାମାରୀ ପ୍ରାରମ୍ଭରେ ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ଏପରି ମହାମାରୀକୁ କିପରି ମୁକାବିଲା କରାଯିବ, ସେଥିନେଇ ଜନସାଧାରଣ ବେଶ୍ ଚିନ୍ତିତ ଥିଲେ । ଅନେକ କାଇଦା କଟକଣାକୁ ନେଇ ପ୍ରଶ୍ନମାନ ଉଠିଥିଲା । ସେ କହିଛନ୍ତି ଯେ ଗଣତନ୍ତ୍ର ଅର୍ଥ ହେଲା ସମସ୍ତଙ୍କୁ ସାଥିରେ ନେଇ ଚଳିବା, ସବ୍କା ସାଥ । ଦେଶ ମାଗଣା ଟିକା ଓ ସମସ୍ତଙ୍କ ପାଇଁ ଟିକା ଅଭିଯାନ ଆରମ୍ଭ କଲା । ଗରିବ-ଧନୀ, ଗ୍ରାମ-ସହର ନିର୍ବିଶେଷରେ ଟିକାକରଣ କରାଗଲା । ଦେଶର ଗୋଟିଏ ମନ୍ତ୍ର,. ତାହା ହେଲା ଯଦି ରୋଗ କିଛି ବାଛବିଚାର ନ କରୁଛି, ଟିକାକରଣରେ ତାହା ହେବ କାହିଁକି ? ଟିକାକରଣ ଅଭିଯାନରେ ଭିଆଇପି ସଂସ୍କୃତି ଯେପରି ପ୍ରାଧାନ୍ୟ ବିସ୍ତାର ନ କରେ ତାହା ସୁନିଶ୍ଚିତ କରାଯାଇଥିଲା ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଶ୍ନ ଉଠିଥିଲା ଭାରତରେ ଅଧିକାଂଶ ଲୋକ ଟିକାକରଣ କେନ୍ଦ୍ରକୁ ଟିକା ନେବାକୁ ଆସିବେ ନାହିଁ । ଟିକା ପ୍ରତି ଉଦାସୀନ ମନୋଭାବ ଏବେ ମଧ୍ୟ ବିଶ୍ୱର ଅନେକ ଉନ୍ନତ ରାଷ୍ଟ୍ରରେ ରହିଛି । ମାତ୍ର ଭାରତବାସୀ ଶହେ କୋଟି ମାତ୍ରା ନେଇ ଏହି ଆଶଙ୍କାର ଉତ୍ତର ଦେଇ ସାରିଛନ୍ତି । ସେ କହିଛନ୍ତି ଯେ ଅଭିଯାନ ସାମୁହିକ ଉଦ୍ୟମ ଉପରେ ପର୍ଯ୍ୟବସିତ ଓ ଯେତେବେଳେ ସମସ୍ତଙ୍କ ଉଦ୍ୟମ ଏକାଠି କାର୍ଯ୍ୟ କରେ ସେତେବେଳେ ଫଳାଫଳ ମଧ୍ୟ ଚକିତ କରିଦେବା ଭଳି ହୋଇଥାଏ । ଦେଶରେ ବୈଶ୍ୱିକ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ସରକାର ଜନ ଭାଗିଦାରୀତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସମ୍ପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମ ବିଜ୍ଞାନ ଗର୍ଭ ସମ୍ଭୂତ । ବୈଜ୍ଞାନିକ ଭିତ୍ତିଭୂମି ଉପରେ ବିକଶିତ ଓ ବୈଜ୍ଞାନିକ ପଦ୍ଧତିରେ ଚାରିଆଡେ ପହଞ୍ଚିଛି । ସେ କହିଛନ୍ତି ଆମ ପାଇଁ ଏକା ଗର୍ବର ବିଷୟ ଯେ ଭାରତରେ ଟିକାକରଣ ଅଭିଯାନ ବିଜ୍ଞାନ ସମ୍ଭୂତ, ବିଜ୍ଞାନ ଭିତ୍ତିକ ଓ ବିଜ୍ଞାନ ଦ୍ୱାରା ପରିଚାଳିତ । ଟିକା ପ୍ରସ୍ତୁତ ହେବା ପରଠାରୁ ଆରମ୍ଭ କରି ଟିକାକରଣ ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତି ଦ୍ୱାରା ପରିଚାଳିତ ହୋଇଥିଲା । ଟିକା ଉତ୍ପାଦନ ବୃଦ୍ଧି ମଧ୍ୟ ଏକ ଆହ୍ୱାନ ଥିଲା । ତାପରେ ବିଭିନ୍ନ ରାଜ୍ୟକୁ ଟିକା ପଠାଇବା ଓ ଦୂରଦୂରାନ୍ତରୁ ଏହା ସମୟାନୁଯାୟୀ ପହଞ୍ଚାଇବାଇବା ଆଉ ଏକ ସମସ୍ୟା ଥିଲା । ମାତ୍ର ବୈଜ୍ଞାନିକ ପଦ୍ଧତି ଓ ନୂତନ ଉଦ୍ଭାବନ ବଳରେ ଏ ସମସ୍ୟାର ସମାଧାନ କରାଗଲା । ଅସାଧାରଣ ଗତିରେ ସମ୍ବଳ ସଂଗ୍ରହ କରାଗଲା । କୋୱିନ ପ୍ଲାଟଫର୍ମ ଯାହା ଭାରତରେ ତିଆରି, ଜନସାଧାରଣଙ୍କୁ ସୁବିଧା ଦେବା ସହ ମେଡିକାଲ କର୍ମଚାରୀଙ୍କ କାର୍ଯ୍ୟକୁ ମଧ୍ୟ ସହଜ କଲା ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ବିଦେଶର ଅନେକ ବିଶେଷଜ୍ଞ ଓ ସଂସ୍ଥା ଭାରତୀୟ ଅର୍ଥନୀତି ନେଇ ବେଶ୍ ଆଶାବାଦୀ। ଏବେ ଦେଶର ଅଧିକ ପୁଞ୍ଜିନିବେଶ ହେବା ସହ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇଛି । ଷ୍ଟାର୍ଟଅପ୍ରେ ରେକର୍ଡ ପୁଞ୍ଜି ନିବେଶ ଯୋଗୁଁ ଅନେକ ନୂତନ କାହାଣୀର ମଧ୍ୟ ଆବିର୍ଭାବ ହୋଇଛି । ଗୃହ ନିର୍ମାଣ କ୍ଷେତ୍ରରେ ମଧ୍ୟ ନୂତନ ଶକ୍ତି ସଂଚାର ହୋଇଛି । ଗତ କିଛି ମାସ ମଧ୍ୟରେ ନିଆଯାଇଥିବା ଅନେକ ପଦକ୍ଷେପ ଯୋଗୁଁ ଦେଶର ଆର୍ଥିକ କ୍ଷେତ୍ରରେ ଅନେକ ଅଭିବୃଦ୍ଧି ଘଟିବ । ବୈଶ୍ୱିକ ମହାମାରୀ କାଳରେ ଆମ କୃଷି କ୍ଷେତ୍ର ବେଶ୍ ମଜବୁତ ହୋଇଥିବା ସେ କହିଛନ୍ତି । ଆଜି ସରକାର ଦ୍ୱାରା ରେକର୍ଡ ପରିମାଣ ଶସ୍ୟ ଆହରଣ କରାଯାଇଛି । ଏହି ଅର୍ଥ ସିଧାସଳଖ କୃଷକମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି ।
ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଭାରତ ନିର୍ମିତ ସବୁ ପ୍ରକାର ସାମଗ୍ରୀ କ୍ରୟ କରିବାକୁ ନିବେଦନ କରିଛନ୍ତି । କାରଣ ଏହା ଭାରତୀୟମାନଙ୍କ କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇଛି । ଏହା ସମସ୍ତଙ୍କ ଉଦ୍ୟମ ବଳରେ ସଫଳ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଯେପରି ଏକ ଜନ ଆନ୍ଦୋଳନରେ ପରିଣତ ହେଲା, ସେହିଭଳି ଭାରତରେ ତିଆରି ସାମଗ୍ରୀ କିଣିବା, ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କିଣିବା ଓ ଭୋକାଲ ଫର ଲୋକାଲ ହେବା ଦେଶବାସୀଙ୍କ ଅଭ୍ୟାସରେ ପଡିଯିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଲକ୍ଷ୍ୟ ସ୍ଥିର କରିବା ସହ ତାହାକୁ ହାସଲ କରିବା ମଧ୍ୟ ଜାଣିଛି । ମାତ୍ର ଏଥିପାଇଁ ଆମକୁ ସର୍ବଦା ସତର୍କ ରହିବାକୁ ହେବ । ସେ କହିଛନ୍ତି ଯେ ପ୍ରଚ୍ଛଦ ଯେତେ ଭଲ ହେଉ ସେଥିରେ କିଛି ଯାଏ ଆସେ ନାହିଁ । ଅସ୍ତ୍ରୋପକରଣ ଯେତେ ଅଧିକ ଆଧୁନିକ ହେଉ, ଅସ୍ତ୍ରଶସ୍ତ୍ର ନିରାପତ୍ତାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ଦେଲେ ମଧ୍ୟ ଯୁଦ୍ଧବେଳେ ଅସ୍ତ୍ରଶସ୍ତ୍ର ଫୋପାଡି ଦିଆଯାଏ ନାହିଁ । ଲଗାମଛଡା ହେବାର କୌଣସି କାରଣ ନାହିଁ । ଆମର ପର୍ବପର୍ବାଣୀ ଖୁବ ସାବଧାନତାର ସହ ପାଳନ କରିବା ପାଇଁ ଶ୍ରୀ ମୋଦୀ ଅନୁରୋଧ କରିଛନ୍ତି ।
सबको साथ लेकर देश ने ‘सबको वैक्सीन-मुफ़्त वैक्सीन’ का अभियान शुरू किया।
गरीब-अमीर, गाँव-शहर, दूर-सुदूर, देश का एक ही मंत्र रहा कि अगर बीमारी भेदभाव नहीं नहीं करती, तो वैक्सीन में भी भेदभाव नहीं हो सकता!
इसलिए ये सुनिश्चित किया गया कि वैक्सीनेशन अभियान पर VIP कल्चर हावी न हो: PM
— PMO India (@PMOIndia) October 22, 2021
जैसे स्वच्छ भारत अभियान, एक जनआंदोलन है, वैसे ही भारत में बनी चीज खरीदना, भारतीयों द्वारा बनाई चीज खरीदना, Vocal for Local होना, ये हमें व्यवहार में लाना ही होगा: PM @narendramodi
— PMO India (@PMOIndia) October 22, 2021
देश बड़े लक्ष्य तय करना और उन्हें हासिल करना जानता है।
लेकिन, इसके लिए हमें सतत सावधान रहने की जरूरत है।
हमें लापरवाह नहीं होना है: PM @narendramodi
— PMO India (@PMOIndia) October 22, 2021
कवच कितना ही उत्तम हो,
कवच कितना ही आधुनिक हो,
कवच से सुरक्षा की पूरी गारंटी हो, तो भी, जब तक युद्ध चल रहा है, हथियार नहीं डाले जाते।
मेरा आग्रह है, कि हमें अपने त्योहारों को पूरी सतर्कता के साथ ही मनाना है: PM @narendramodi
— PMO India (@PMOIndia) October 22, 2021
*****
SM / SLP
Addressing the nation. Watch LIVE. https://t.co/eFdmyTnQZi
— Narendra Modi (@narendramodi) October 22, 2021
कल 21 अक्टूबर को भारत ने 1 बिलियन, 100 करोड़ वैक्सीन डोज़ का कठिन लेकिन असाधारण लक्ष्य प्राप्त किया है।
— PMO India (@PMOIndia) October 22, 2021
इस उपलब्धि के पीछे 130 करोड़ देशवासियों की कर्तव्यशक्ति लगी है, इसलिए ये सफलता भारत की सफलता है, हर देशवासी की सफलता है: PM @narendramodi
आज कई लोग भारत के वैक्सीनेशन प्रोग्राम की तुलना दुनिया के दूसरे देशों से कर रहे हैं।
— PMO India (@PMOIndia) October 22, 2021
भारत ने जिस तेजी से 100 करोड़ का, 1 बिलियन का आंकड़ा पार किया, उसकी सराहना भी हो रही है।
लेकिन, इस विश्लेषण में एक बात अक्सर छूट जाती है कि हमने ये शुरुआत कहाँ से की है: PM @narendramodi
दुनिया के दूसरे बड़े देशों के लिए वैक्सीन पर रिसर्च करना, वैक्सीन खोजना, इसमें दशकों से उनकी expertise थी।
— PMO India (@PMOIndia) October 22, 2021
भारत, अधिकतर इन देशों की बनाई वैक्सीन्स पर ही निर्भर रहता था: PM @narendramodi
जब 100 साल की सबसे बड़ी महामारी आई, तो भारत पर सवाल उठने लगे।
— PMO India (@PMOIndia) October 22, 2021
क्या भारत इस वैश्विक महामारी से लड़ पाएगा?
भारत दूसरे देशों से इतनी वैक्सीन खरीदने का पैसा कहां से लाएगा?
भारत को वैक्सीन कब मिलेगी? - PM @narendramodi
भारत के लोगों को वैक्सीन मिलेगी भी या नहीं?
— PMO India (@PMOIndia) October 22, 2021
क्या भारत इतने लोगों को टीका लगा पाएगा कि महामारी को फैलने से रोक सके?
भांति-भांति के सवाल थे, लेकिन आज ये 100 करोड़ वैक्सीन डोज, हर सवाल का जवाब दे रही है: PM @narendramodi

कोरोना महामारी की शुरुआत में ये भी आशंकाएं व्यक्त की जा रही थीं कि भारत जैसे लोकतंत्र में इस महामारी से लड़ना बहुत मुश्किल होगा।
— PMO India (@PMOIndia) October 22, 2021
भारत के लिए, भारत के लोगों के लिए ये भी कहा जा रहा था कि इतना संयम, इतना अनुशासन यहाँ कैसे चलेगा?
लेकिन हमारे लिए लोकतन्त्र का मतलब है-‘सबका साथ’: PM
सबको साथ लेकर देश ने ‘सबको वैक्सीन-मुफ़्त वैक्सीन’ का अभियान शुरू किया।
— PMO India (@PMOIndia) October 22, 2021
गरीब-अमीर, गाँव-शहर, दूर-सुदूर, देश का एक ही मंत्र रहा कि अगर बीमारी भेदभाव नहीं नहीं करती, तो वैक्सीन में भी भेदभाव नहीं हो सकता!
इसलिए ये सुनिश्चित किया गया कि वैक्सीनेशन अभियान पर VIP कल्चर हावी न हो: PM
भारत का पूरा वैक्सीनेशन प्रोग्राम विज्ञान की कोख में जन्मा है, वैज्ञानिक आधारों पर पनपा है और वैज्ञानिक तरीकों से चारों दिशाओं में पहुंचा है।
— PMO India (@PMOIndia) October 22, 2021
हम सभी के लिए गर्व करने की बात है कि भारत का पूरा वैक्सीनेशन प्रोग्राम, Science Born, Science Driven और Science Based रहा है: PM
Experts और देश-विदेश की अनेक agencies भारत की अर्थव्यवस्था को लेकर बहुत सकारात्मक है।
— PMO India (@PMOIndia) October 22, 2021
आज भारतीय कंपनियों में ना सिर्फ record investment आ रहा है बल्कि युवाओं के लिए रोजगार के नए अवसर भी बन रहे है।
Start-ups में record investment के साथ ही record Start-ups, Unicorn बन रहे है: PM
मैं आपसे फिर ये कहूंगा कि हमें हर छोटी से छोटी चीज, जो Made in India हो, जिसे बनाने में किसी भारतवासी का पसीना बहा हो, उसे खरीदने पर जोर देना चाहिए।
— PMO India (@PMOIndia) October 22, 2021
और ये सबके प्रयास से ही संभव होगा: PM @narendramodi