ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରିଥିବାରୁ ସାଥୀ ଭାରତୀୟମାନଙ୍କୁ ପ୍ରଶଂସା କରିଛନ୍ତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦୨୨ ରେ ଭାରତ ୭୮୨ କୋଟି ୟୁପିଏ କାରବାରର ଏକ ମାଇଲଖୁଣ୍ଟରେ ପହଞ୍ଚିଥିବାରୁ ଡିଜିଟାଲ ପେମେଣ୍ଟ ଗ୍ରହଣ କରିଥିବାରୁ ସାଥୀ ଭାରତୀୟମାନଙ୍କୁ ପ୍ରଶଂସା କରିଛନ୍ତି ।
ଆର୍ଥିକ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଟୁଇଟ୍ ସୂତ୍ରକୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ୟୁପିଏ ର ବଢୁଥିବା ଲୋକପ୍ରିୟତାକୁ ଆପଣ କିପରି ଆଣିଛନ୍ତି ତାହାକୁ ମୁଁ ପସନ୍ଦ କରେ । ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରିଥିବାରୁ ମୁଁ ମୋର ସାଥୀ ଭାରତୀୟମାନଙ୍କୁ ପ୍ରଶଂସା କରୁଛି! ସେମାନେ ଜ୍ଞାନକୌଶଳ ଏବଂ ନବସୃଜନ ପାଇଁ ଉଲ୍ଲେଖନୀୟ ଅନୁକୂଳତା ଦେଖାଇଛନ୍ତି ।”
I like how you’ve brought out the rising popularity of UPI. I laud my fellow Indians for embracing digital payments! They’ve shown remarkable adaptability to tech and innovation. https://t.co/fSqR8NIufj
— Narendra Modi (@narendramodi) January 2, 2023
HS