ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଇଜିପ୍ଟ ଗସ୍ତ ସମୟରେ କାଇରୋରେ ଥିବା ହେଲିଓପଲିସ୍ କମନୱେଲଥ ଯୁଦ୍ଧ କବର ସ୍ଥଳୀ ପରିଦର୍ଶନ କରିଥିଲେ ।
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଇଜିପ୍ଟ ଏବଂ ଆଡେନରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୪୩୦୦ ରୁ ଅଧିକ ବୀର ଭାରତୀୟ ସୈନିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
HS
PM @narendramodi visited the Heliopolis War Memorial in Cairo. He paid homage to the supreme sacrifice made by countless Indian soldiers during the First World War. pic.twitter.com/l4rGbIcOud
— PMO India (@PMOIndia) June 25, 2023