ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେରାଥ ପୋସ୍ତେ ଅବସରରେ କାଶ୍ମୀର ପଣ୍ଡିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ହେରାଥ ପୋସ୍ତେ!
ଏହି ପର୍ବ ଆମ କାଶ୍ମୀରୀ ପଣ୍ଡିତ ଭାଇ ଓ ଭଉଣୀମାନଙ୍କ ଜୀବନ୍ତ ସଂସ୍କୃତି ସହ ଜଡ଼ିତ ।
ଏହି ପବିତ୍ର ଅବସରରେ ସମସ୍ତଙ୍କୁ ସଦଭାବ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି । ଏହି ଅବସରରେ ସମସ୍ତଙ୍କ ସ୍ୱପ୍ନ ପୂରଣ ହେଉ, ନୂତନ ସୁଯୋଗ ସୃଷ୍ଟି ହେଉ ଏବଂ ସମସ୍ତଙ୍କ ପାଇଁ ସ୍ଥାୟୀ ଖୁସି ଆସୁ ।”
SR