ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଲତା ମଙ୍ଗେଶକର ଚୌକର ଉଦଘାଟନ ଅବସରରେ ସ୍ୱର୍ଗତା ଲତା ମଙ୍ଗେଶକରଙ୍କ ସାନଭାଇ ହୃଦୟନାଥ ମଙ୍ଗେଶକରଙ୍କ ଏକ ଧନ୍ୟବାଦ ଟୁଇଟକୁ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଲତା ଦିଦି ଭଗବାନ୍ ଶ୍ରୀ ରାମଙ୍କର ଜଣେ ବଡ ଭକ୍ତ ଏବଂ ପବିତ୍ର ଅଯୋଧ୍ୟା ସହରରେ ତାଙ୍କ ନାମରେ ଏକ ଚୌକ ରହିବା ଯୁକ୍ତିଯୁକ୍ତ ।
ହୃଦୟନାଥ ମଙ୍ଗେଶକରଙ୍କ ଏକ ଟୁଇଟର ଉଦ୍ଧୃତ କରି ଟୁଇଟ୍ କରିଛନ୍ତି;
“ଲତା ଦିଦି ଭଗବାନ୍ ଶ୍ରୀ ରାମଙ୍କର ଜଣେ ବଡ ଭକ୍ତ ଥିଲେ ଏବଂ ପବିତ୍ର ଅଯୋଧ୍ୟା ସହରରେ ତାଙ୍କ ନାମରେ ଏକ ଚୌକ ରହିବା ଠିକ୍ ଅଟେ ।“
Lata Didi was an ardent devotee of Bhagwan Shri Ram and it is only fitting that the sacred city of Ayodhya has a Chowk in her name. https://t.co/RTVMay7Dim
— Narendra Modi (@narendramodi) September 29, 2022
HS