ଉଦୟ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହରିହରନ ଗାଇଥିବା ଭକ୍ତି ଭଜନ “ସବନେ ତୁମ୍ହେଁ ପୁକାରା ଶ୍ରୀରାମ ଜୀ”କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି;
‘‘ହରିହରନ୍ ଜିଙ୍କ ଅଦ୍ଭୁତ ସ୍ବରରେ ସଜ୍ଜିତ ଏହି ରାମ ଭଜନ ସମସ୍ତଙ୍କୁ ରାମଙ୍କ ଭକ୍ତିରେ ଲୀନ କରିଦେବ। ଆପଣ ମଧ୍ୟ ଏହି ଭକ୍ତି ଭଜନର ନିଶ୍ଚିତ ଭାବରେ ଆନନ୍ଦ ଲାଭ କରନ୍ତୁ। #ShriRamBhajan”
हरिहरन जी के अद्भुत सुरों से सजा ये राम भजन हर किसी को प्रभु श्री राम की भक्ति में लीन कर देने वाला है। आप भी इस मनोहारी भजन का जरूर आनंद उठाएं। #ShriRamBhajan https://t.co/VYMM9gf6Lg
— Narendra Modi (@narendramodi) January 9, 2024
BS