Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହନ୍ଦୱାଡାରେ ସହିଦ ହୋଇଥିବା ସୈନିକ ଏବଂ ସୁରକ୍ଷା କର୍ମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଜମ୍ମୁ ଓ କଶ୍ମୀରର ହନ୍ଦୱାଡାଠାରେ ସହିତ ହୋଇଥିବା ବୀର ସୈନିକ ଏବଂ ସୁରକ୍ଷା କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ହନ୍ଦୱାଡାରେ ସହିଦ ହୋଇଥିବା ସାହସୀ ସୈନିକ ଓ ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି । ସେମାନଙ୍କ ବୀରତ୍ଵ ଏବଂ ତ୍ୟାଗକୁ ସର୍ବଦା ସ୍ମରଣ କରାଯିବ । ସେମାନେ ଉତ୍ସର୍ଗୀକୃତ ଭାବନା ସହ ଦେଶର ସେବା କରିଛନ୍ତି ଏବଂ ନାଗରିକଙ୍କ ସୁରକ୍ଷା ଲାଗି ଅନବରତ କାର୍ଯ୍ୟ କରିଛନ୍ତି । ସେମାନଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ଗଭୀର ସମବେଦନା” ।

**********