Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହନୁକ୍କା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ତଥା ବିଶ୍ୱରେ ରହୁଥିବା ଇହୁଦୀ ଲୋକଙ୍କୁ ହନୁକ୍କା ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ପୋଷ୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଟ୍ୟାଗ୍ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ହନୁକ୍କା ସମିଚ୍‌! ହନୁକ୍କା ଅବସରରେ ମୁଁ ଭାରତ ତଥା ବିଶ୍ୱରେ ରହୁଥିବା ଆମ ଇହୁଦୀ ବନ୍ଧୁମାନଙ୍କୁ ଶୁଭେଚ୍ଛା । ଏହି ପର୍ବ ସମସ୍ତଙ୍କ ଜୀବନରେ ଶାନ୍ତି, ବିଶ୍ୱାସ ଏବଂ ଚମକ ଆଣୁ ।’

 

  SR