ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବଜେଟ ପରବର୍ତ୍ତୀ ୱେବିନାରକୁ ଉଦ୍ଘାଟନ କରିଛନ୍ତି । ବଜେଟ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପଞ୍ଚମ ୱେବିନାର ଉଦ୍ବୋଧନ । କେନ୍ଦ୍ରମନ୍ତ୍ରୀ, ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ,ପାରାମେଟିକ, ନସିଂ, ସ୍ୱାସ୍ଥ୍ୟପରିଚାଳନା, ବୈଷୟିକ ଓ ଗବେଷଣା ବିଶେଷଜ୍ଞ ଏଥିରେ ଉପସ୍ଥିତ ଥିଲେ ।
ପ୍ରଥମେ ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନକୁ ସଫଳ କରାଇବା ଯୋଗୁଁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ସାତ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକ ତ୍ୱରାନ୍ୱିତ କରିବା ନିମନ୍ତେ ବଜେଟ୍ରେ ଉଦ୍ୟମ କରାଯାଇଛି । “ଏକ ସାମଗ୍ରୀକ ପଦକ୍ଷେପ ଆମେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗ୍ରହଣ କରିଛୁ । ଆଜି ଆମର ନଜର କେବଳ ସ୍ୱାସ୍ଥ୍ୟ ନୁହଁ, ସମାନଭାବେ ସୁଧାର ଉପରେ ମଧ୍ୟ ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ ।”
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ନିଆଯାଉଥିବା ତିନଗୋଟି ବିଷୟ ଉପରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ପ୍ରଥମଟି ହେଲା ଆଧୁନିକ ଡାକ୍ତରୀ ବିଜ୍ଞାନ ସହ ସଂଶ୍ଳିଷ୍ଟ ଭିତ୍ତିଭୂମି ଓ ମାନବ ସମ୍ବଳ । ଦ୍ୱିତୀୟରେ ପାରମ୍ପରିକ ଭାରତୀୟ ଭେଷଜ ପଦ୍ଧତି ଆୟୁଷ ଉପରେ ଗବେଷଣାକୁ ଗୁରୁତ୍ୱ ଓ ସ୍ୱାସ୍ଥ୍ୟସେବା ଯତ୍ନରେ ସେମାନଙ୍କ ସକ୍ରିୟ ଯୋଗଦାନ। ତୃତୀୟରେ ଆଧୁନିକ ବୈଷୟିକ ଜ୍ଞାନ ଜରିଆରେ ପ୍ରତ୍ୟେକ ନାଗରିକଙ୍କୁ କମ୍ ମୂଲ୍ୟରେ ସ୍ୱାସ୍ଥ୍ୟସେବା । “ଆମର ଉଦ୍ୟମ ହେଉଛି ବ୍ଲକ ଓ ଜିଲ୍ଲାସ୍ତରରେ ଗ୍ରାମ ନିକଟରେ ସଫଳ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରାଇବା । ଭିତ୍ତିଭୂମିର ରକ୍ଷଣାବେକ୍ଷଣ ସହ ସମୟାନୁଯାୟୀ ଏହାକୁ ଉନ୍ନୀତ କରିବା । ଏଥିପାଇଁ ଘରୋଇ ଓ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ଅଧିକ ଶକ୍ତିର ସହ ଅ।ଗେଇ ଆସିବା ଦରକାର ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ଲାଗି ଦେଶର ଦେଢଲକ୍ଷ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ଦ୍ରୁତଗତିରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୮୫ହଜାରରୁ ଅଧିକ କେନ୍ଦ୍ର ଦୈନିକ ଚେକ ଅପ୍,ଟିକାକରଣ ଓ ପରୀକ୍ଷା ଇତ୍ୟାଦି କରୁଛନ୍ତି । ଚଳିତବର୍ଷ ବଜେଟ୍ରେ ମାନସିକ ସ୍ୱାସ୍ଥ୍ୟସେବାକୁ ମଧ୍ୟ ସେଥିରେ ଯୋଡାଯାଇଛି ।
ଡାକ୍ତରୀ ମାନବ ସମୂଳ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସ୍ୱାସ୍ଥ୍ୟ ସେବାର ଚାହିଦା ବୃଦ୍ଧି ପାଇବା ସହ ଆମେ ସେହି ଅନୁସାରେ କୁଶଳୀ ବୃତ୍ତି ଗତ ସ୍ୱାସ୍ଥ୍ୟ କର୍ମଚାରୀ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ । ସେଥିପାଇଁ ବଜେଟରେ ଗତବର୍ଷ ତୁଳନାରେ ସ୍ୱାସ୍ଥ୍ୟଶିକ୍ଷା ବିକାଶ ଉପରେ ଯଥେଷ୍ଟ ଅଧିକ ବ୍ୟୟ ବରାଦ କରାଯାଇଛି ।” ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ଗୋଷ୍ଠୀଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂସ୍କାରକୁ ଆଗେଇନେବା ଓ ବୈଷୟିକ ସହଯୋଗ ସହ କମ୍ ବ୍ୟୟ ସାପେକ୍ଷ ଓ ଗୁଣାତ୍ମକ ମେଡିକାଲ ଶିକ୍ଷା ଦେବା ଉପରେ ଆହ୍ୱାନ ଜଣାଇଥିଲେ ।
ଆଧୁନିକ ଓ ଭବିଷ୍ୟତରେ ମେଡିକାଲ କ୍ଷେତ୍ରରେ ବୈଷୟିକ ଜ୍ଞାନ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କୋୱିନ ଭଳି ପ୍ଲାଟଫର୍ମର ପ୍ରଶଂସା କରିଥିଲେ । ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନ କ୍ଷେତ୍ରରେ ଏହା ଭାରତର ମର୍ଯ୍ୟାଦା ବିଶ୍ୱରେ ରଖିପାରିଛି । ସେହିପରି ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଗ୍ରାହକ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି କରିପାରିଛି । “ଏହା ଫଳରେ ଦେଶ ମଧ୍ୟରେ ରୋଗୀ ସେବା ନେବା ଓ ପାଇବା ସହଜ ସାଧ୍ୟ ହେବ । କେବଳ ସେତିକି ନୁହେଁ ଏହା ମଧ୍ୟ ଭାରତରେ ସ୍ପଳ୍ପ ବ୍ୟୟ ସାପେକ୍ଷ ଓ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପାଇଁ ପଥ ପରିସ୍କାର କରିବ ବୋଲି ଆୟୁଷ୍ମାନ ଭାରତ ଡିିଜିଟାଲ ସ୍ୱାସ୍ଥ୍ୟ ମିଶନର ସୁବିଧା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।
ବୈଶ୍ୱିକ ମହାମାରୀ କାଳରେ ଦୂରଦୂରାନ୍ତରେ ସ୍ୱାସ୍ଥ୍ୟସେବା ଓ ଟେଲି ମେଡିସିନର ସକାରାତ୍ମକ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହା ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ସ୍ୱାସ୍ଥ୍ୟସେବାର ତାରତମ୍ୟ ଦୂର କରିବାରେ ସାହାଯ୍ୟ କରିଛି । ପ୍ରତ୍ୟେକ ଗ୍ରାମରେ ଅପଟିକାଲ ଫାଇବର ଓ ୫ଜି ନେଟୱାର୍କ ନେଇ ପ୍ରଧାନମନ୍ତ୍ରୀ ଘରୋଇ କ୍ଷେତ୍ର ଏ ଦିଗରେ ନିଜର ଅଂଶୀଦାରିତା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ମେଡିକାଲ କ୍ଷେତ୍ରରେ ଡ୍ରୋନର ଉପଯୋଗ ଉପରେ ମଧ୍ୟ ସେ ଗୁରୁତ୍ୱଆରୋପ କରିଥିଲେ ।
ଆୟୁଷର ବିଶ୍ୱବ୍ୟାପୀ ଆଦର ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତରେ ତାର ଏକମାତ୍ର ପାରମ୍ପରିକ ଭେଷଜ କେନ୍ଦ୍ର ସ୍ଥାପନ କରିବାକୁ ଯାଉଥିବା ନେଇ ଶ୍ରୀ ମୋଦୀ ଖୁସି ପ୍ରକଟ କରିଥିଲେ । “ବର୍ତ୍ତମାନ ଆୟୁଷକୁ ନେଇ ନିଜ ଓ ବିଶ୍ୱପାଇଁ କିପରି ଉନ୍ନତ ପନ୍ଥା ଦେଖିବାକୁ ହେବ ତାହା ଦେଖାଯିବା ଆବଶ୍ୟକ ବୋଲି କହିଥିଲେ।
*****
Addressing a webinar on how this year’s Budget supports building a robust healthcare system. https://t.co/sblR5fsplO
— Narendra Modi (@narendramodi) February 26, 2022
ये बजट बीते 7 साल से हेल्थकेयर सिस्टम को रिफॉर्म और ट्रांसफॉर्म करने के हमारे प्रयासों को विस्तार देता है।
हमने अपने हेल्थकेयर सिस्टम में एक holistic approach को adopt किया है।
आज हमारा फोकस health पर तो है ही, wellness पर भी उतना ही अधिक है: PM @narendramodi
— PMO India (@PMOIndia) February 26, 2022
दूसरा- आयुष जैसी पारंपरिक भारतीय चिकित्सा पद्धति में research को प्रोत्साहन और हेल्थकेयर सिस्टम में उसका active engagement.
और तीसरा – Modern और Futuristic technology के माध्यम से देश के हर व्यक्ति, हर हिस्से तक बेहतर और affordable healthcare सुविधाएं पहुंचाना: PM @narendramodi
— PMO India (@PMOIndia) February 26, 2022
हमारा प्रयास है कि क्रिटिकल हेल्थकेयर सुविधाएं ब्लॉक स्तर पर हों, जिला स्तर पर हों, गांवों के नज़दीक हों।
इस इंफ्रास्ट्रक्चर को मैंटेन करना और समय-समय पर अपग्रेड करना जरूरी है।
इसके लिए प्राइवेट सेक्टर और दूसरे सेक्टर्स को भी ज्यादा ऊर्जा के साथ आगे आना होगा: PM @narendramodi
— PMO India (@PMOIndia) February 26, 2022
प्राइमरी हेल्थकेयर नेटवर्क को सशक्त करने के लिए डेढ़ लाख हेल्थ एंड वेलनेस सेंटर्स के निर्माण का काम भी तेज़ी से चल रहा है।
अभी तक 85000 से अधिक सेंटर्स रुटीन चेकअप, वैक्सीनेशन और टेस्ट्स की सुविधा दे रहे हैं।
इस बार के बजट में इनमें मेन्टल हेल्थकेयर की सुविधा भी जोड़ी गई है: PM
— PMO India (@PMOIndia) February 26, 2022
आयुष्मान भारत डिजिटल मिशन, कंज्यूमर और हेल्थकेयर प्रोवाइडर के बीच एक आसान इंटरफेस उपलब्ध कराता है।
इससे देश में उपचार पाना और देना , दोनों बहुत आसान हो जाएंगे।
इतना ही नहीं, ये भारत के क्वालिटी और अफॉर्डेबल हेल्थकेयर सिस्टम की ग्लोबल एक्सेस भी आसान बनाएगा: PM @narendramodi
— PMO India (@PMOIndia) February 26, 2022
आयुष की भूमिका तो आज पूरी दुनिया भी मान रही है।
हमारे लिए गर्व की बात है कि WHO भारत में अपना विश्व में अकेला Global Centre of Traditional Medicine शुरू करने जा रहा है: PM @narendramodi
— PMO India (@PMOIndia) February 26, 2022
SM / SLP
Addressing a webinar on how this year's Budget supports building a robust healthcare system. https://t.co/sblR5fsplO
— Narendra Modi (@narendramodi) February 26, 2022
ये बजट बीते 7 साल से हेल्थकेयर सिस्टम को रिफॉर्म और ट्रांसफॉर्म करने के हमारे प्रयासों को विस्तार देता है।
— PMO India (@PMOIndia) February 26, 2022
हमने अपने हेल्थकेयर सिस्टम में एक holistic approach को adopt किया है।
आज हमारा फोकस health पर तो है ही, wellness पर भी उतना ही अधिक है: PM @narendramodi
जब हम हेल्थ सेक्टर में holistic और inclusiveness की बात करते हैं तो, इसमें तीन फैक्टर्स का समावेश कर रहे हैं।
— PMO India (@PMOIndia) February 26, 2022
पहला- modern medical science से जुड़े इंफ्रास्ट्रक्चर और ह्यूमेन रिसोर्स का विस्तार: PM @narendramodi
दूसरा- आयुष जैसी पारंपरिक भारतीय चिकित्सा पद्धति में research को प्रोत्साहन और हेल्थकेयर सिस्टम में उसका active engagement.
— PMO India (@PMOIndia) February 26, 2022
और तीसरा – Modern और Futuristic technology के माध्यम से देश के हर व्यक्ति, हर हिस्से तक बेहतर और affordable healthcare सुविधाएं पहुंचाना: PM @narendramodi
हमारा प्रयास है कि क्रिटिकल हेल्थकेयर सुविधाएं ब्लॉक स्तर पर हों, जिला स्तर पर हों, गांवों के नज़दीक हों।
— PMO India (@PMOIndia) February 26, 2022
इस इंफ्रास्ट्रक्चर को मैंटेन करना और समय-समय पर अपग्रेड करना जरूरी है।
इसके लिए प्राइवेट सेक्टर और दूसरे सेक्टर्स को भी ज्यादा ऊर्जा के साथ आगे आना होगा: PM @narendramodi
प्राइमरी हेल्थकेयर नेटवर्क को सशक्त करने के लिए डेढ़ लाख हेल्थ एंड वेलनेस सेंटर्स के निर्माण का काम भी तेज़ी से चल रहा है।
— PMO India (@PMOIndia) February 26, 2022
अभी तक 85000 से अधिक सेंटर्स रुटीन चेकअप, वैक्सीनेशन और टेस्ट्स की सुविधा दे रहे हैं।
इस बार के बजट में इनमें मेन्टल हेल्थकेयर की सुविधा भी जोड़ी गई है: PM
जैसे-जैसे हेल्थ सर्विस की डिमांड बढ़ रही है, उसके अनुसार ही हम स्किल्ड हेल्थ प्रोफेशनल्स तैयार करने का भी प्रयास कर रहे हैं।
— PMO India (@PMOIndia) February 26, 2022
इसलिए बजट में हेल्थ एजुकेशन और हेल्थकेयर से जुड़े ह्युमेन रिसोर्स डेवलपमेंट के लिए पिछले साल की तुलना में बड़ी वृद्धि की गई है: PM @narendramodi
कोरोना वैक्सीनेशन में CoWIN जैसे प्लेटफॉर्म के माध्यम से हमारी डिजिटल टेक्नॉलॉजी का लोहा पूरी दुनिया ने माना है: PM @narendramodi
— PMO India (@PMOIndia) February 26, 2022
आयुष्मान भारत डिजिटल मिशन, कंज्यूमर और हेल्थकेयर प्रोवाइडर के बीच एक आसान इंटरफेस उपलब्ध कराता है।
— PMO India (@PMOIndia) February 26, 2022
इससे देश में उपचार पाना और देना , दोनों बहुत आसान हो जाएंगे।
इतना ही नहीं, ये भारत के क्वालिटी और अफॉर्डेबल हेल्थकेयर सिस्टम की ग्लोबल एक्सेस भी आसान बनाएगा: PM @narendramodi
आयुष की भूमिका तो आज पूरी दुनिया भी मान रही है।
— PMO India (@PMOIndia) February 26, 2022
हमारे लिए गर्व की बात है कि WHO भारत में अपना विश्व में अकेला Global Centre of Traditional Medicine शुरू करने जा रहा है: PM @narendramodi
इस वर्ष का बजट बीते 7 साल से हेल्थकेयर सिस्टम को रिफॉर्म और ट्रांसफॉर्म करने के हमारे प्रयासों को विस्तार देता है। हमें स्वास्थ्य क्षेत्र से जुड़े सभी Initiatives को ज्यादा से ज्यादा लोगों तक लेकर जाना है। pic.twitter.com/7C5TCSEAxh
— Narendra Modi (@narendramodi) February 26, 2022
हेल्थ सेक्टर में Holistic और Inclusiveness के लिए हम इसमें तीन फैक्टर्स का समावेश कर रहे हैं… pic.twitter.com/xiUSf65JZd
— Narendra Modi (@narendramodi) February 26, 2022
आयुष्मान भारत डिजिटल मिशन से देश में उपचार पाना और देना, दोनों बहुत आसान हो जाएंगे। इतना ही नहीं, ये भारत के क्वालिटी और अफॉर्डेबल हेल्थकेयर सिस्टम की ग्लोबल एक्सेस को भी आसान बनाएगा। pic.twitter.com/h3du58yK9z
— Narendra Modi (@narendramodi) February 26, 2022
आज हमारे बच्चे मेडिकल एजुकेशन के लिए बाहर जा रहे हैं, वहां Language Problem होने के बावजूद जा रहे हैं। इसे देखते हुए प्राइवेट सेक्टर के साथियों के साथ ही राज्य सरकारों से मेरी एक अपील है… pic.twitter.com/4JQg2Efdit
— Narendra Modi (@narendramodi) February 26, 2022