Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାମୀ ବିବେକାନନ୍ଦଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

“ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ ଶିକ୍ଷା ଲକ୍ଷାଧିକ ଲୋକଙ୍କୁ ସାହସ ଦେଇଛି । ତାଙ୍କର ଗଭୀର ଜ୍ଞାନ ଏବଂ ନିୟମିତ ଜ୍ଞାନର ସନ୍ଧାନ ଅଭ୍ୟାସ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥାଏ । ଏକ ସମୃଦ୍ଧ ଓ ବିକଶିତ ସମାଜ ଗଠନ ଲାଗି ଥିବା ତାଙ୍କର ସ୍ୱପ୍ନକୁ ପୂରଣ କରିବା ପାଇ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ” ।

 

SR