Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱଚ୍ଛତାକୁ ପ୍ରୋତ୍ସାହନ ପାଇଁ ସୀତାପୁର ସାଂସଦ ରାଜେଶ ବର୍ମାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୀତାପୁର (ୟୁପି) ରୁ ଲୋକସଭା ସାଂସଦ ଶ୍ରୀ ରାଜେଶ ବର୍ମାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ସୀତାପୁର ସାଂସଦଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମୁଁ ନିଶ୍ଚିତ ଯେ ନିଜ ନିଜ ପରିବେଶକୁ ସଫା ରଖିବା ପାଇଁ ଏହା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବ । ଏଥି ସହିତ, ସେମାନେ ସ୍ୱଚ୍ଛତା ସହ ଜଡିତ ପ୍ରୟାସ ପାଇଁ ଅନୁପ୍ରାଣିତ ହେବେ ।”

HS