Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ଥାପନା ଦିବସ ଅବସରରେ ସିଆରପିଏଫ କର୍ମଚାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ସ୍ଥାପନା ଦିବସ ଅବସରରେ ସମସ୍ତ ସିଆରପିଏଫ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ସମସ୍ତ @crpfindia କର୍ମଚାରୀ ଓ ସେମାନଙ୍କ ପରିବାରକୁ ସ୍ଥାପନା ଦିବସର ଶୁଭେଚ୍ଛା । ଅଦମ୍ୟ ସାହସ ଓ ଅସାଧାରଣ ସେବା ପାଇଁ ଏହି ସେନା ନିଜ ପରିଚୟ ସୃଷ୍ଟି କରିପାରିଛି । ସୁରକ୍ଷା ଅବା ମାନବୀୟ ଆହ୍ୱାନର ମୁକାବିଲାରେ ସିଆରପିଏଫର ଭୂମିକା ପ୍ରଶଂସନୀୟ । 

 

SR