Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ଥାପନା ଦିବସ ଅବସରରେ ତଟରକ୍ଷୀ ବାହିନୀ କର୍ମଚାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଥାପନା ଦିବସ ଅବସରରେ ତଟରକ୍ଷୀ ବାହିନୀ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ତଟରକ୍ଷୀ ବାହିନୀ କର୍ମଚାରୀମାନଙ୍କୁ ସ୍ଥାପନା ଦିବସର ଶୁଭେଚ୍ଛା । ଭାରତୀୟ ତଟରକ୍ଷୀ ବାହିନୀ ନିଜ କାର୍ଯ୍ୟଦକ୍ଷତା ଓ ଆମ ତଟଗୁଡିକୁ ସୁରକ୍ଷିତ ରଖିବାର ପ୍ରୟାସ ପାଇଁ ପରିଚିତ । ସେମାନଙ୍କ ଆଗାମୀ ପ୍ରୟାସଗୁଡିକ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଉଛି । @IndiaCoastGuard

 

SR