Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୋନିଆ ଗାନ୍ଧୀଙ୍କ ମା’ଙ୍କ ଦେହାନ୍ତରେ ଶ୍ରୀମତୀ ଗାନ୍ଧୀଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ମାତା ଶ୍ରୀମତୀ ପାଓଲା ମାନିଓଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ସୋନିଆ ଗାନ୍ଧୀ ଜୀଙ୍କୁ ତାଙ୍କ ମାତା ଶ୍ରୀମତୀ ପାଓଲା ମାନିଓଙ୍କ ଦେହାନ୍ତରେ ସମବେଦନା । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ । ଏହି ଦୁଃଖ ସମୟରେ ମୋର ଚିନ୍ତାଧାରା ସମଗ୍ର ପରିବାର ସହିତ ଅଛି ।”

HS