ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରେଶ ୱାଡେକର ଏବଂ ଆର୍ଯ୍ୟ ଆମ୍ବେଦକରଙ୍କ ଏକ ଭକ୍ତିଗୀତକୁ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ପୂରା ଦେଶ ରାମ ଭକ୍ତିରେ
ଭାବବିହ୍ୱଳିତ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ-ପ୍ରତିଷ୍ଠା ସମାରୋହ ପାଇଁ ପୂରା ଦେଶ ପ୍ରଭୁ ଶ୍ରୀରାମଙ୍କ ଭକ୍ତି ରଙ୍ଗରେ ରଙ୍ଗୀନ ହୋଇଛି । ସୁରେଶ ୱାଡେକର ଜୀ ଏବଂ ଆର୍ଯ୍ୟ ଆମ୍ବେଦକର ଜୀ ଏହି ଗୀତରେ ନିଜ ସୁମଧୁର ସ୍ୱରରେ ଏହି ଭାବନାକୁ ପ୍ରକାଶ କରିଛନ୍ତି ।’
अयोध्या में होने वाली प्राण-प्रतिष्ठा को लेकर पूरा देश प्रभु श्रीराम की भक्ति के रंग में सराबोर है। इसी भाव को सुरेश वाडेकर जी और आर्या आंबेकर जी ने अपने सुमधुर सुरों में पिरोया है। #ShriRamBhajan
https://t.co/6IqvdxcyHz— Narendra Modi (@narendramodi) January 19, 2024
SR
अयोध्या में होने वाली प्राण-प्रतिष्ठा को लेकर पूरा देश प्रभु श्रीराम की भक्ति के रंग में सराबोर है। इसी भाव को सुरेश वाडेकर जी और आर्या आंबेकर जी ने अपने सुमधुर सुरों में पिरोया है। #ShriRamBhajan
— Narendra Modi (@narendramodi) January 19, 2024
https://t.co/6IqvdxcyHz