ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋର ଭଜନ ସେୟାର କରିଛନ୍ତି । ଭଜନରେ ରାମାୟଣର ଚିରନ୍ତନ ବାର୍ତ୍ତା ରହିଛି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି –
ରାମାୟଣର ବାର୍ତ୍ତା ସମଗ୍ର ବିଶ୍ୱର ଲୋକଙ୍କୁ ପ୍ରେରଣା ଦେଇଛି। ଏଠାରେ ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋର କିଛି ଭଜନ ରହିଛି :
ଶତାବ୍ଦୀ ବିତିଯାଇପାରେ, ସମୁଦ୍ର ଆମକୁ ଅଲଗା କରିପାରେ, କିନ୍ତୁ ପୃଥିବୀର ଅନେକ ସ୍ଥାନରେ ଆମ ପରମ୍ପରାର ହୃଦୟ ଦୃଢ଼ ଭାବରେ ରହିଛି । #ShriRamBhajan”
BS
The Ramayan's message has inspired people all across the world. Here are some Bhajans from Suriname and, Trinidad and Tobago:https://t.co/1yUFhKcFJKhttps://t.co/cRh8JwPnaDhttps://t.co/N13M3AETeJhttps://t.co/2ve6cvL5Zshttps://t.co/HaGGpgmNUc
— Narendra Modi (@narendramodi) January 19, 2024
Centuries may pass, oceans…