ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁଗମ୍ୟ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଦିବ୍ୟାଙ୍ଗ ଭଉଣୀ ଓ ଭାଇମାନଙ୍କ ପାଇଁ ଉପଲବ୍ଧତା, ସମାନତା ଏବଂ ସୁଯୋଗ ଆହୁରି ବୃଦ୍ଧି କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି । ଦିବ୍ୟାଙ୍ଗ ଭଉଣୀ ଏବଂ ଭାଇମାନଙ୍କ ସାହସ ଏବଂ ସଫଳତାକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ, ଏହା ଆମ ସମସ୍ତଙ୍କୁ ଗୌରବାନ୍ୱିତ କରିଛି ।
ମାଇଗଭ୍ଇଣ୍ଡିଆ ଏବଂ ମୋଦୀ ଆର୍କାଇଭ୍ ହ୍ୟାଣ୍ଡେଲ୍ ଦ୍ୱାରା ଏକ୍ସରେ ଏକ ଶୃଙ୍ଖଳାର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି :
“ଆଜି ଆମେ #9YearsOfSugamyaBharat ଉଲ୍ଲେଖ କରୁଛୁ ଏବଂ ଆମର ଦିବ୍ୟାଙ୍ଗ ଭଉଣୀ ଏବଂ ଭାଇମାନଙ୍କ ପାଇଁ ଉପଲବ୍ଧତା, ସମାନତା ଏବଂ ସୁଯୋଗ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । #9YearsOfSugamyaBharat””
“ଆମର ଦିବ୍ୟାଙ୍ଗ ଭଉଣୀ ଏବଂ ଭାଇମାନଙ୍କର ଧର୍ଯ୍ୟ ଏବଂ ଉପଲବ୍ଧି ଉପରେ ଆମେ ଗର୍ବିତ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପାରାଲିମ୍ପିକ୍ସରେ ଭାରତର ସଫଳତା । ଏହା ଭିନ୍ନକ୍ଷମମାନଙ୍କର ‘କ୍ୟାନ୍ ଡୁ’ ଭାବନାକୁ ଦର୍ଶାଉଛି। #9YearsOfSugamyaBharat””
“ବାସ୍ତବରେ ଏକ ଅବିସ୍ମରଣୀୟ ସ୍ମୃତି ।! #9YearsOfSugamyaBharat””
“ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ର ଐତିହାସିକ ଗୃହୀତ ହେବା ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ପାଇଁ ଆମର ପ୍ରତିବଦ୍ଧତାର ଏକ ସ୍ପଷ୍ଟ ସଂକେତ । #9YearsOfSugamyaBharat””
SR
Today, we mark #9YearsOfSugamyaBharat and reiterate our commitment to further boosting accessibility, equality and opportunity for our Divyang sisters and brothers. https://t.co/jlChXMjPnK
— Narendra Modi (@narendramodi) December 3, 2024
The fortitude and accomplishments of our Divyang sisters and brothers make us proud. A very vibrant example is India’s success in the Paralympics. It illustrates the ‘Can Do’ spirit of persons with disabilities. #9YearsOfSugamyaBharat https://t.co/MZwzqHrD69
— Narendra Modi (@narendramodi) December 3, 2024
An unforgettable memory indeed! #9YearsOfSugamyaBharat https://t.co/T1M6dvtUyH
— Narendra Modi (@narendramodi) December 3, 2024
A clear indication of our commitment to empowering persons with disabilities can be seen in the historic passage of the Rights of Persons with Disabilities Act of 2016.#9YearsOfSugamyaBharat https://t.co/xPD69fcqVQ
— Narendra Modi (@narendramodi) December 3, 2024