ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ ଗର୍ବ, ଆରାମ ଓ କନେକ୍ଟିଭିଟିର ଅନ୍ୟ ନାମ ।
ଶ୍ରୀ ମୋଦୀ ସିକନ୍ଦରାବାଦ ଓ ତିରୁପତି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଆରମ୍ଭ କରିବା ସମ୍ପର୍କରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀଙ୍କ ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବନ୍ଦେ ଭାରତ ଏକ୍ସପ୍ରେସ ଗର୍ବ, ଆରାମ ଓ କନେକ୍ଟିଭିଟିର ଅନ୍ୟ ନାମ । ସିକନ୍ଦରାବାଦ ଓ ତିରୁପତି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଦ୍ୱାରା ପର୍ଯ୍ୟଟନ ବିଶେଷ କରି ଆଧ୍ୟାତ୍ମିକ ପର୍ଯ୍ୟଟନ ଲାଭାନ୍ୱିତ ହେବ । ଏହା ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ ।”
Vande Bharat Express is synonymous with pride, comfort and connectivity. The train between Secunderabad and Tirupati will benefit tourism, particularly spiritual tourism. It will also boost economic growth. https://t.co/UTb7vOQLrP
— Narendra Modi (@narendramodi) April 7, 2023
SR

వందే భారత్ ఎక్స్ప్రెస్ ఆత్మగౌరవం, సౌకర్యం, అనుసంధానతలకి పర్యాయపదంగా మారింది. సికింద్రాబాద్, తిరుపతిల మధ్య ప్రవేశపెట్టిన ఈ రైలు పర్యాటకానికి, ముఖ్యంగా ఆధ్యాత్మిక పర్యాటకానికి విశేషప్రయోజనం చేకూరుస్తుంది. ఇది ఆర్థిక వృద్ధిని కూడా ఇనుమడింపజేస్తుంది. https://t.co/UTb7vOQLrP
— Narendra Modi (@narendramodi) April 7, 2023