Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାଜିବୁ ଚିରାଓବା ଅବସରରେ ମଣିପୁରର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ବିଶେଷକରି ସାଜିବୁ ଚିରାଓବା ଅବସରରେ ମଣିପୁରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସମସ୍ତଙ୍କୁ ବିଶେଷକରି ସାଜିବୁ ଚିରାଓବାର ବିଶେଷ ଉତ୍ସବରେ ମଣିପୁରର ସମସ୍ତ ଲୋକଙ୍କୁ ଶୁଭେଚ୍ଛା ମୁଁ ଆଗାମୀ ଦିନର ଆନନ୍ଦ ଏବଂ ସୁସ୍ଥ ବର୍ଷ ପାଇଁ ପ୍ରାର୍ଥନା କରୁଛି

HS