Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସର୍ଦ୍ଦାର ପଟେଲଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କର ଅଦମ୍ୟ ଉତ୍ସାହ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଅତୁଳନୀୟ ନିଷ୍ଠା ଆମ ଦେଶର ଭବିଷ୍ୟତକୁ ଆକାର ଦେଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଆମେ ତାଙ୍କ ଅଦମ୍ୟ ଉତ୍ସାହ, ଦୂରଦୃଷ୍ଟି ସମ୍ପନ୍ନ ଜାତୀୟତାବାଦ ଏବଂ ଅସାଧାରଣ ନିଷ୍ଠାକୁ ମନେ ରଖିଛୁ, ଯାହା କି ଆମ ଦେଶର ଭବିଷ୍ୟତକୁ ଆକାର ଦେଇଛି । ରାଷ୍ଟ୍ରୀୟ ଏକତା ପ୍ରତି ତାଙ୍କ ପ୍ରତିବଦ୍ଧତା ଆମର ମାର୍ଗଦର୍ଶନ କରିବା ଜାରି ରଖିଛି । ଆମେ ତାଙ୍କ ସେବା ପ୍ରତି ସର୍ବଦା ଋଣୀ ରହିବୁ ।’

 

 SR