Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସର୍ଦ୍ଦାର ପଟେଲଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଭାରତ ପ୍ରତି ତାଙ୍କର ମହାନ ଅବଦାନକୁ ମନେ ପକାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମୁଁ ସର୍ଦ୍ଦାର ପଟେଲଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଭାରତ ପ୍ରତି ବିଶେଷ କରି ଆମ ଦେଶକୁ ଏକଜୁଟ କରିବାରେ ଏବଂ ସାମଗ୍ରିକ ବିକାଶରେ ପ୍ରେରଣା ଯୋଗାଇବାରେ ତାଙ୍କର ମହାନ ଅବଦାନକୁ ମନେ ପକାଉଛି ।”

HS