Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସମ୍ବିଧାନର (୧୨୭ତମ ସଂଶୋଧନ) ବିଲ, ୨୦୨୧ ଉଭୟ ଗୃହରେ ଗୃହୀତ ହେବାରେ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ବ୍ୟକ୍ତ


ସମ୍ବିଧାନର (୧୨୭ତମ ସଂଶୋଧନ) ବିଲ, ୨୦୨୧ ସଂସଦର ଉଭୟ ଗୃହରେ ଗୃହୀତ ହେବା ଦେଶ ପାଇଁ ଏକ ଐତିହାସିକ କ୍ଷଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।   

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,

ସମ୍ବିଧାନର (୧୨୭ତମ ସଂଶୋଧନ) ବିଲ, ୨୦୨୧ ସଂସଦର ଉଭୟ ଗୃହରେ ଗୃହୀତ ହେବା ଦେଶ ପାଇଁ ଏକ ଐତିହାସିକ କ୍ଷଣ । ଏହି ବିଲ ସାମାଜିକ ସଶକ୍ତିକରଣକୁ ଆଗେଇ ନେବ । ପଛୁଆ ବର୍ଗଙ୍କୁ ସମ୍ମାନ, ସୁଯୋଗ ଓ ନ୍ୟାୟ ପ୍ରଦାନ କରିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ଏଥିରେ ପ୍ରତିଫଳିତ ହେଉଛି ।” 
 

SR