Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସମ୍ବତ୍ସରି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଜ୍ଞାପନ


ସମ୍ବତ୍ସରି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“କ୍ଷମା ହୃଦୟର ବ୍ୟାପକତାକୁ ଦର୍ଶାଏ । ଦୟାଳୁ ହେବା ସହ କ୍ଷମା ଦେବା ଓ ଅନ୍ୟ ପ୍ରତି ଖରାପ ଭାବନା ନରଖିବା ଆମ ସଂସ୍କୃତିର ଅଂଶବିଶେଷ ।

ମିଚ୍ଛାମି ଦୁକ୍କଦମ!

ପୂର୍ବରୁ ସମ୍ବତ୍ସରି ସମ୍ପର୍କରେ ଦେଇଥିବା ବକ୍ତବ୍ୟ ଶୁଣିବା ପାଇଁ https://t.co/cWZppmn0PM

 

 

SR