Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସବୁଜ ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ: ପ୍ରଧାମନ୍ତ୍ରୀ


ପ୍ରଧାନମନ୍ତ୍ରୀ  ନରେନ୍ଦ୍ର   ମୋଦୀ ସବୁଜ ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କହିଛନ୍ତି

କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ ଏକ ଟୁଇଟ୍ ଜବାବରେ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେଉଁଥିରେ ସେ ଫେମ୍‍ ଯୋଜନା ଅନ୍ତର୍ଗତ ବୈଦ୍ୟୁତିକ ଯାନଗୁଡିକ ୨୨. କୋଟି ଲିଟର ଇନ୍ଧନ ସଞ୍ଚୟ କରିବା ସହିତ ୩୩. କୋଟି କିଲୋଗ୍ରାମ ସିଓ୨ ହ୍ରାସ କରିଥିବା ଦର୍ଶାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ସବୁଜ ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧୟ

HS