ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥିରୁବଲ୍ଲୁଭର ଦିବସରେ ସନ୍ଥ ଥିରୁବଲ୍ଲୁଭରଙ୍କୁୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆଜି ଆମେ ଥିରୁବଲ୍ଲୁଭର ଦିବସ ପାଳନ କରି ମହାନ ତାମିଲ ସନ୍ଥଙ୍କୁ ସ୍ମରଣ କରୁଛୁ, ଯାହାଙ୍କ ତିରୁକ୍କୁରଲରେ ଗଭୀର ଜ୍ଞାନ ଆମ ଜୀବନକୁ ଅନେକ ଦିଗରେ ମାର୍ଗଦର୍ଶନ କରିଥାଏ । ତାଙ୍କ କାଳଜୟୀ ଶିକ୍ଷା ସମାଜକୁ ଜ୍ଞାନ ଏବଂ ଅଖଣ୍ଡତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ସଦ୍ଭାବ ଏବଂ ବୁଝାମଣାର ଦୁନିଆକୁ ପ୍ରୋତ୍ସାହିତ କରିବା ଲାଗି ପ୍ରେରଣା ଦେଇଥାଏ । ତାଙ୍କ ଦ୍ୱାରା ଗ୍ରହଣୀୟ ସାର୍ବଭୌମିକ ମୂଲ୍ୟକୁ ଆପଣାଇ ତାଙ୍କ ଦୃଷ୍ଟିକୋଣ ପୂରଣ କରିବା ଲାଗି ଆମେ ନିଜ ପ୍ରତିବଦ୍ଧତା ଦୋହରାଉଛୁ ।’
Today we celebrate Thiruvalluvar Day, commemorating the great Tamil sage whose profound wisdom in the Thirukkural guides us in several aspects of life. His timeless teachings inspire society to focus on virtue and integrity, fostering a world of harmony and understanding. We also…
— Narendra Modi (@narendramodi) January 16, 2024
SR

தலைசிறந்த தமிழ்ப் புலவரை நினைவுகூரும் வகையில் இன்று நாம் திருவள்ளுவர் தினத்தைக் கொண்டாடுகிறோம். திருக்குறளில் உள்ள அவரது ஆழ்ந்த ஞானம் வாழ்க்கையின் பல அம்சங்களில் நமக்கு வழிகாட்டுகிறது. காலத்தால் அழியாத அவரது போதனைகள் நல்லொழுக்கம் மற்றும் நேர்மையில் கவனம் செலுத்த சமூகத்தை…
— Narendra Modi (@narendramodi) January 16, 2024