Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସତିଶ ଗୁଜରାଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ସତିଶ ଗୁଜରାଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ସତିଶ ଗୁଜରାଲଜୀ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ନିଜର ରଚନାତ୍ମକ ଏବଂ ସଂକଳ୍ପ ଜରିଆରେ ପ୍ରତିକୂଳ ପରିସ୍ଥିତି ଉପରେ ବିଜୟ ପ୍ରାପ୍ତ କରିଥିଲେ । ଏଥିପାଇଁ ତାଙ୍କର ସମ୍ମାନ କରାଯାଉଥିଲା । ତାଙ୍କର ପ୍ରବଳ ବୌଦ୍ଧିକ ଇଚ୍ଛାଶକ୍ତି ଯୋଗୁ ସେ ପ୍ରଶଂସିତ ହୋଇଥିଲେ ଏବଂ ଉଚ୍ଚ ସ୍ଥାନରେ ପହଂଚିପାରିଥିଲେ । କିନ୍ତୁ ସେ ସର୍ବଦା ନିମ୍ନ ସ୍ତର ସହିତ ଜଡିତ ଥିଲେ । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ । ଓମ ଶାନ୍ତି ।