Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଙ୍ଗଠିତ ଗ୍ରୁପ ଏ ଚାକିରି (OGAS)କୁ ଗ୍ରୁପ ଏ କାର୍ଯ୍ୟନିର୍ବାହୀ କ୍ୟାଡର ଅଧିକାରୀରେ ପରିବର୍ତ୍ତିତ କରିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


 

କେନ୍ଦ୍ରୀୟ ସଶସ୍ତ୍ର ପୋଲିସର (CAPF) ସଙ୍ଗଠିତ ଗ୍ରୁପ ଏ ଚାକିରି (OGAS)କୁ ଗ୍ରୁପ ଏ କାର୍ଯ୍ୟନିର୍ବାହୀ କ୍ୟାଡର ଅଧିକାରୀରେ ପରିବର୍ତ୍ତିତ କରିବା ଏବଂ ଅଣ-କାର୍ଯ୍ୟକାରୀ ଆର୍ଥିକ ଉନ୍ନୟନ (NFFU) ଓ ଅଣ-କାର୍ଯ୍ୟକାରୀ ଚୟନ ଗ୍ରେଡ (NFSG)କୁ ସମ୍ପସାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି  ।

ଲାଭ:

a. ଏହା ଫଳରେ ଯୋଗ୍ୟ ସିଏପିଏଫର ଗ୍ରୁପ ଏ କାର୍ଯ୍ୟନିର୍ବାହୀ କ୍ୟାଡର ଅଧିକାରୀ ମାନଙ୍କୁ ଏନଏଫଏଫୟୁ ଅନୁଦାନ ମିଳିବ ।

b. ଏହି ନିଷ୍ପତ୍ତି ଫଳରେ ନିର୍ଦ୍ଦେଶାବଳୀ ଅନୁଯାୟୀ ସିଏପିଏଫର ଗ୍ରୁପ ଏ କାର୍ଯ୍ୟନିର୍ବାହୀ କ୍ୟାଡର ଅଧିକାରୀ ମାନଙ୍କୁ ଏନଏଫଏସଜିର 30 ପ୍ରତିଶତ ବୃଦ୍ଧି ହାର ଅନୁଯାୟୀ ଲାଭ ମିଳିବ ।