ଅଷ୍ଟାଦଶ ଲୋକସଭା ପାଇଁ ସଂସଦର ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଦେଶର ସେବା କରୁଥିବାରୁ ଗର୍ବିତ । ସଂସଦର ସଦସ୍ୟ ଭାବେ ଶପଥ ଗ୍ରହଣ କରୁଛି” ।
Proud to serve our nation. Taking oath as a Member of Parliament.https://t.co/0JnLbdOzkc
— Narendra Modi (@narendramodi) June 24, 2024
SR
Proud to serve our nation. Taking oath as a Member of Parliament.https://t.co/0JnLbdOzkc
— Narendra Modi (@narendramodi) June 24, 2024