Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଷ୍ଟିଲ ଅଥରିଟି ଅଫ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାନୁୟାରୀ, ୨୦୨୩ ମାସରେ ନିଜ ଇତିହାସରେ ସର୍ବାଧିକ ହଟ ମେଟାଲ, କ୍ରୁଡ ଷ୍ଟିଲ ଓ ବିକ୍ରି ଯୋଗ୍ୟ ଷ୍ଟିଲ ଉତ୍ପାଦନ ପାଇଁ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି ।

ଇସ୍ପାତ ମନ୍ତ୍ରଣାଳୟର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାରତକୁ ଆତ୍ମନିର୍ଭର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରୁ ଉତ୍ସାହପ୍ରଦ ଖବର ।” 

 

SR