Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଷ୍ଟାଣ୍ଡ ଅପ୍ ଇଣ୍ଡିଆର ୭ ବର୍ଷ ପୂରଣକୁ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସସି / ଏସଟି ସମ୍ପ୍ରଦାୟକୁ ସଶକ୍ତିକରଣ ତଥା ମହିଳା ସଶକ୍ତିକରଣକୁ ସୁନିଶ୍ଚିତ କରିବାରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ପଦକ୍ଷେପ ଯେଉଁ ଭୂମିକା ଗ୍ରହଣ କରିଛି ତାହାକୁ ପ୍ରଶଂସା କରିଛନ୍ତି ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଆଜି ବର୍ଷ ପୂରଣ କରିଛି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି:

ଆଜି ଆମେ ଷ୍ଟାଣ୍ଡ ଅପ୍ଇଣ୍ଡିଆର ସାତ ବର୍ଷ ପୂରଣ କରିଛୁ ଏବଂ ଏସସି / ଏସଟି ସମ୍ପ୍ରଦାୟକୁ ସଶକ୍ତିକରଣ ତଥା ମହିଳା ସଶକ୍ତିକରଣ ସୁନିଶ୍ଚିତ କରିବାରେ ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଏହାର ଭୂମିକାକୁ ସ୍ୱୀକାର କରୁଛୁ ଏହା ମଧ୍ୟ ଆମ ଲୋକମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇ ଔଦ୍ୟୋଗିକ ଆବେଗକୁ ବଢାଇ ଦେଇଛି

HS