Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଷ୍ଟାଚୁ୍ୟ ଅଫ୍ ୟୁନିଟି ଉପେର ଟିଭି ଏପିସୋଡ୍ ଆପଣଙ୍କୁ ସେଠାକୁ ବୁଲିଯିବାକୁ ଉତ୍ସାହିତ କରିବ


ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଭୂତପୂର୍ବ ଷ୍ଟାଚୁ୍ୟ ଅଫ୍ ୟୁନିଟି (ଏକତାର ମୂର୍ତୀ) ଉପରେ ଏକ ଟେଲିଭିଜନ୍ ଏପିସୋଡ୍ ସେୟାର କରିଛନ୍ତି ଏବଂ କହିଛନ୍ତି େଯ ଏହା ଏକ ଅନନ୍ୟ ଅନୁଭୂତି ହେବ ଏବଂ କେଭାଡିଆକୁ ଖୁବ୍ଶୀଘ୍ର ପରିଦର୍ଶନ କରିବା ପାଇଁ କାହାକୁବି ଉତ୍ସାହିତ କରିବ।

ପ୍ରଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଅଭୂତପୂର୍ବ ଷ୍ଟାଚୁ୍ୟ ଅଫ୍ ୟୁନିଟି (ଏକତାର ମୂର୍ତୀ) ଉପରେ ଏହି ଟେଲିଭିଜନ୍୍ ଅଧ୍ଯାୟକୁ ଦେଖôବା ଏକ ଅନନ୍ୟ ଅନୁଭୂତି ହେବ କିନ୍ତୁ ସବୁଠାରୁ ଗୁରୂତ୍ବପୂର୍ଣ୍ଣ ହେଉଛି, ଏହା କାହାକୁବି ଅତିଶୀଘ୍ର କେଭାଡିଆ ବୁଲିଯିବା ପାଇଁ ଉତ୍ସାହିତ କରିବ।”

SR